କଲେଜ କ୍ଲାସ ରୁ  ଜଙ୍ଗଲ ପ୍ରେମ: ଭାଇରଲ ହେଇ ବୁଲିଲା ସେକ୍ସ  ଭିଡିଓ 

ଭଲ ପାଇବାରେ ଧୋକା , ଉଭୟ ପରସ୍ପର କୁ ବହୁତ ଭଲ ପାଉଥିଲେ ଯେଉଁଥିପାଇଁ ଭୁଲିଯାଇଥିଲେ ନିଜର ସୀମା ଆଉ ଶାରୀରିକ ସୁଖ ପାଇଁ ଉଭୟ ପ୍ରେମୀ ଯୁଗଳ  କଲେଜ  କ୍ଲାସ ରୁ ସିଧା ଚାଲିଯାଇଥିଲେ  ନିକଟସ୍ଥ ଏକ ଜଙ୍ଗଲକୁ । ସେଠାରେ ଉଭୟ ପରଷ୍ପର  ସହିତ ବାନ୍ଧିହେଇଯାଇଥିଲେ  ସେହି  ନିବିଡ ସମ୍ପର୍କ ରେ । ଯାହାର ଟିକିନିକ ଭିଡ଼ିଓ ସୁଟିଂ କରିଥିଲା  ଧୋକାବାଜ ପ୍ରେମିକ  । ଏବଂ ପରେ ସେହି  ଗୋପନ ଭିଡିଓ  ଘୁରିବୁଲିଲା  ମୋବାଇଲ ରୁ  ମୋବାଇଲ  । 

ଝିଅର ଅଜାଣତରେ  ଭିଡ଼ିଓ  ହେଇଗଲା ଭାଇରାଲ I ଘଟଣା ଟି ନୟାଗଡ଼ ଅଂଚଳର ଉଭୟ ଛାତ୍ର ଛାତ୍ରୀ  କଣ୍ଟିଲୋ ନୀଳମାଧବ ମହାବିଦ୍ୟାଳୟରେ ଅଧୟନ ରତ I ଏନେଇ ଛାତ୍ରୀ ଜଣକ ପ୍ରେମିକ ନାମରେ ଏତଲା ଦେବା ପରେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି , ପ୍ରେମିକ ଜଣକ ଫେରାର ହୋଇଯାଇଛି ଏବଂ ଏ ପ୍ରସଙ୍ଗରେସମ୍ପୃକ୍ତ ଛାତ୍ର ଓ ଛାତ୍ରୀଙ୍କୁ କଲେଜ କର୍ତ୍ତୃପକ୍ଷ ବହିଷ୍କାର  କରିଛନ୍ତି I

One Comment on “କଲେଜ କ୍ଲାସ ରୁ  ଜଙ୍ଗଲ ପ୍ରେମ: ଭାଇରଲ ହେଇ ବୁଲିଲା ସେକ୍ସ  ଭିଡିଓ ”

Leave a Reply

Your email address will not be published. Required fields are marked *