ବିଜେପି ୨୦୧୯ ନିର୍ବାଚନ ଜିତିବା ଦୂରର କଥା,ମୋଦି ବାରାଣାସୀ ରୁ ବି ଜିତିବେନି: ରାହୁଲ ଗାନ୍ଧୀ

ବିଜେପି ୨୦୧୯ ନିର୍ବାଚନ ଜିତିବା ଦୂରର କଥା,ମୋଦି ବାରାଣାସୀ ରୁ ବି ଜିତିବେନି କହି ବିଜେପି କୁ ଚାଲେଞ୍ଜ ଦେଇଛନ୍ତି ରାହୁଲ ଗାନ୍ଧୀ।

ଆଜି ଅର୍ଥାତ୍ ରବିବାର ଏକ ସମ୍ମିଳନୀ ରେ ସେ ଏଭଳି ମନ୍ତବ୍ୟ ରଖିଛନ୍ତି। ରାହୁଲ ଗାନ୍ଧୀ ଏଥିରେ କହିଛନ୍ତି ଯେ ଦୂର ଦୂର ପର୍ଯ୍ୟନ୍ତ ୨୦୧୯ ରେ ବିଜେପି ଜିତିବାର ସମ୍ଭାବନା ନାହିଁ।

ମୋଦି ନିଜେ ବାରାଣସୀ ଜିତିବାକୁ ମଧ୍ୟ ଅସମର୍ଥ ବୋଲି କହିଛନ୍ତି ରାହୁଲ ଗାନ୍ଧୀ।

ଆହୁରି ମଧ୍ୟ ରାହୁଲ ମୋଦି ଙ୍କୁ ଚାଲେଞ୍ଜ ଦେଇ କହିଛନ୍ତି ଯେ ମୁଁ ତାଙ୍କୁ ୩ ଦଳ ସହ ମିଶି ନିର୍ବାଚନ ଲଢ଼ିବାକୁ ମଧ୍ୟ ଚାଲେଞ୍ଜ କରୁଛି। ୩ ଦଳ ସହ ମିଶି ମଧ୍ୟ ମୋଦି ୨୦୧୯ ରେ ବିଜେପି କୁ ଆଣିପାରିବେ ନାହିଁ।

Leave a Reply

Your email address will not be published. Required fields are marked *