ଏହି ଗୋଟିଏ ଜିନିଷ ରଖନ୍ତୁ ପର୍ଷ ରେ ଆଉ ଦେଖନ୍ତୁ ଚମତ୍କାର

ସମସ୍ତେ ଏହି ଇଛା ରଖନ୍ତି ଯେ ନିଜ ପାଖେ ଏତିକି ଧନ ରହୁ ଯାହା ଫଳରେ କି ସେ ତାର ସବୁ ଇଛା ପୂରଣ କରିପାରିବ।

କିନ୍ତୁ କିଛି ଲୋକ ଅଛନ୍ତି ଯାହାଙ୍କ ପାଖରେ ଟଙ୍କା ବେଶି ଦିନ ଯାଏ ରହିପାରେ ନାହିଁ, ଆହି ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଜାଣିବା ଶାସ୍ତ୍ର ଦ୍ଵାରା କୁହା ଯାଇଥିବା କିଛି ସମାଧାନ ବିଷୟରେ।

ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଏହି ସବୁ ବସ୍ତୁ କୁ ପର୍ଶ ରେ ରଖିବେ ତେବେ ଆପଣଙ୍କ ପର୍ସ କେବେ ଖାଲି ହେବ ନାହିଁ।

୧. ଧନ ର ଦେବୀ ମା ଲକ୍ଷ୍ମୀ ଙ୍କ ଫଟୋ।

ମାଆ ଙ୍କ ଫଟୋ ପର୍ସେ ରେ ରଖିବା ଫଳରେ କେବେ ଧନର ଅଭାବ ରହେ ନାହି। କିନ୍ତୁ ପାର୍ଷ ରେ କେବଳ ମା ଙ୍କ ବସିଥିବା ଫଟୋ ହିଁ ରଖନ୍ତୁ।

୨.ଓସ୍ତ ପତ୍ର

ଆମ ହିନ୍ଦୁ ଧର୍ମ ରେ ତୁଳସୀ ଆଉ ଓସ୍ତ କୁ ପୂଜନୀୟ ମନି ପୂଜା କରାଯାଏ। ଶାସ୍ତ୍ର ରେ ମଧ୍ୟ ଅହି ଦୁଇ ଗଛ ର ବହୁତ୍ ମହତ୍ୱ ଅଛି।

ଓସ୍ତ ପତ୍ର କୁ ସକାଳ ସମୟରେ ଟଙ୍କା ସହ ପାର୍ସ ରେ ରଖନ୍ତୁ।

୩. ଲାଲ୍ ରଙ୍ଗ ର କାଗଜ।

ଏହା ମଧ୍ୟ ଏକ ପ୍ରଭାବଶାଳୀ ଉପାୟ ଯାହା ଦ୍ଵାରା ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଲାଲ୍ ରଙ୍ଗ କାଗଜ ରେ ନିଜର ଇଛା ଲେଖି ତାକୁ ଏକ ଢାଗା ରେ ବାନ୍ଧି ନିଜ ପର୍ଶେ ରେ ରଖିଦିଆନ୍ତୁ।

୪. ଚାଉଳ

ସମାଜ ରେ ଚାଉଳ ଓ ଧନ ଦୁହି ଙ୍କୁ ସମାନ କୁହାଯାଏ। ସେଥିପାଇଁ ଚାଉଳ କୁ ବି ପର୍ଷ ରେ ରଖିବାର ମହତ୍ୱ ଅଛି। ଏହା ବେକାର ଖର୍ଚ୍ଚ କୁ କମ୍ କରିବାରେ ସହାୟକ ହୋଇଥାଏ।

୫. କଉଡ଼ି/ ଚାନ୍ଦି ର ସିକା

ପର୍ଷ ରେ କଉଡ଼ି କିମ୍ବା ଚାନ୍ଦୀ ର ରଖିବା ବହୁତ୍ ଭଲ ହୋଇଥାଏ। ଏହାଦ୍ବାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇ ଥାଆନ୍ତି।

Leave a Reply

Your email address will not be published. Required fields are marked *