କେଉଁ ଦିଗରେ ଆଲମାରୀ ଦ୍ଵାରା ଖୁସି ହୁଅନ୍ତି କୁବେର ଦେବ(ବାସ୍ତୁ ଅନୁସାରେ)

ଅର୍ଜିତ ଧନ କୁ ଆମେମାନେ ସାଧାରଣଃ ଘରେ ଆଲମାରୀ ବା ଗଡରେଜ୍ ରେ ରଖିଥାଉ। କିନ୍ତୁ ଯଦି ଟଙ୍କା କୁ ଠିକ୍ ଜାଗାରେ ନ ରଖିବ ତେବେ କ୍ଷତି ହେବାର ସମ୍ଭାବନା ରହିଥାଏ।

ବାସ୍ତୁ ଦ୍ଵାରା କିଛି ଏଭଳି ଜାଗା କୁହା ଯାଇଛି ଯେଉଁଠି ଟଙ୍କା ରଖିଲେ ଧନ ଗହଣା ବୃଦ୍ଧି ହୋଇଥାଏ ।

ବାସ୍ତୁ ଅନୁସାରେ ଧନର ଦେବ କୁବେର ଙ୍କ ସ୍ଥାନ ଉତ୍ତର ଦିଗ ହୋଇଥାଏ।

ଉତ୍ତର ଦିଗରେ ପୂଜା ସ୍ଥାନ ପାଖା ପାଖି ରଖିଲେ ଏହା ଆହୁରି ଉତ୍ତମ ହୋଇଥାଏ।

ତେଣୁ ବାସ୍ତୁ ଅନୁସାରେ ସର୍ବଦା ଉତ୍ତର ଦିଗ ରେ ସୁନା, ଟଙ୍କା ଇତ୍ୟାଦି ରଖନ୍ତୁ।

ଧନ୍ୟବାଦ୍

Leave a Reply

Your email address will not be published. Required fields are marked *