କିଛି ଦିନ ପୂର୍ବରୁ WhatsApp group ଭିଡିଓ କଲିଙ୍ଗ ସୁବିଧା ଆଣିବା ବିଷ୍ୟରେ ସୂଚନା ଦେଇଥିଲା।
ବର୍ତ୍ତମାନ ବେଟା ଟେଷ୍ଟର ମାନଙ୍କୁ ଏହି ସୁବିଧା ଉପଲବ୍ଧ ହୋଇ ସାରିଲାଣି ଏବଂ ସାଧାରଣ ବ୍ୟବହାର କାରି ମାନଙ୍କୁ ମଧ୍ୟ ଏହି ଫିଚର୍ ଆସିଲାଣି।
ତେବେ ଆସନ୍ତୁ ଜାଣିବା କିପରି ଭାବରେ ଆପଣ ମଧ୍ୟ ଫାଇଦା ଉଠେଇ ପାରିବେ ଏହି ଗ୍ରୁପ୍ ଭିଡିଓ କଲିଙ୍ଗ ର।
ପ୍ରଥମେ ନିଜର WhatsApp କୁ latest version କୁ ଅପଡେଟ କରନ୍ତୁ।
ଏହା ପରେ ଏହି ପ୍ରଣାଳୀ କୁ ଅପନାନନ୍ତୁ।
୧. WhatsApp ଖୋଲନ୍ତୁ।
୨. ଯାହାକୁ ଆପଣଙ୍କ କଲ୍ କରିବାକୁ ଚାହାନ୍ତି ତାଙ୍କୁ କଲ୍ ଲଗାନ୍ତୁ।( WhatsApp ମାଧ୍ୟମରେ)
୩. କଲ୍ ଟି କନେକ୍ଟ ହେବ ପରେ ମୋବାଇଲ ସ୍କ୍ରିନ୍ କୁ ଦେଖନ୍ତୁ।
୪. Add participant ରେ କ୍ଳିକ କରନ୍ତୁ।
୫. ବର୍ତମାନ ୨ୟ ବ୍ୟକ୍ତି ଙ୍କୁ ସେଲେକ୍ଟ କରନ୍ତୁ।
ଏହି ପରି ଭାବରେ ଗ୍ରୁପ ଭିଡିଓ କଲିଙ୍ଗ ର ସୁବିଧା ନିଅନ୍ତୁ।