ବରମୁଣ୍ଡା ଟ୍ରାଙ୍ଗଲ୍ କଣ ଓ ଏହାର ସତ୍ୟତା

ବରମୁଣ୍ଡା ଟ୍ରାଙ୍ଗଲ୍ ବିଷୟରେ ତ ଆପଣ ମାନେ ନିଶ୍ଚୟ ସୁଣିଥିବେ। ସେହି ଜାଗା ଯେଉଁଠିକୁ ଯେତେ ବି ପ୍ଲେନ୍,ଜାହାଜ ଯାହା ବି ଯାଇଛି ତାହା ଆଉ କେବେ ଫେରି ଆସିନି।

ଆଜି ପର୍ଯ୍ୟନ୍ତ ମଧ୍ୟ ବୈଜ୍ଞାନିକ ମାନେ ଜାଣି ପାରିନଥିଲେ ଏହା କଣ।ତେବେ ଏହା ଉପରେ ଆଜି ର ଉପସ୍ଥାପନା

ସେଦିନ ଥିଲା ୫ ଡିସେମ୍ବର ୧୯୪୫.୧୪ ଜଣ ଏଆର ମ୍ୟାନ ଫ୍ଲୋରିଡା ରୁ ନିଜର ରେଗୁଲାର ଏକ୍ସରସାଇ ଯ ପାଇଁ ଟେକ ଅଫ୍ କଲେ।କିନ୍ତୁ ପାଖାପାଖି ୧.୩୦ ଘଣ୍ଟା ପରେ ଫ୍ଲାଇଟ୍ ଲିଡର ଲେଫ୍ଟ୍ ନାଟ ଚାର୍ଲୁସ୍ କଣ୍ଟ୍ରୋଲ ଟାୟାର କୁ ଆଲେର୍ଟ୍ କଲେ ଯେ ତାଙ୍କ ତାଙ୍କ ଟିମ୍ ବହୁତ୍ ବଡ଼ ଅସୁବିଧାରେ ପଡ଼ିଯାଇଛି।

ଫ୍ଲାଇଟ ରେ ଥିବା ୩ ଟି ଯାକ କମ୍ପାସ ଠିକ୍ ଭାବେ କାମ କରିପାରୁ ନ ଥିଲା।ଏବଂ ତାଙ୍କୁ ଏ କଥା ଜଣା ପଡୁନ ଥିଲା କି ପଶ୍ଚିମ ଦିଗ କେଉଁ ଆଡ଼େ। antractika ମହାସାଗର ର ପଶ୍ଚିମ ଭାଗ ଯାହାକୁ ବର୍ତ୍ତମାନ ବରମୁଣ୍ଡା ଟ୍ରିଆଙ୍ଗଲ କୁହାଯାଉଛି ଏହି ପଟେ ଯାଇଥିବା ଫ୍ଲାଇଟ ଫ୍୧୯ ସବୁଦିନ ପାଇଁ ଗାୟବ ହୋଇଗଲା।

ସେହି ସନ୍ଧ୍ୟା ରେ ଅନ୍ୟ ଏକ ସର୍ଚ୍ଚ ପ୍ଲେନ୍ ପଠା ଗଲା ଫ୍୧୯ କୁ ଖୋଜିବା ପାଇଁ।କିନ୍ତୁ ଟେକ ଅଫ୍ ର ମାତ୍ର ୨୭ ମିନିଟ୍ ପରେ ଏହି ସର୍ଚ୍ଚ ପ୍ଲେନ୍ ଏବଂ ତା ମଧ୍ୟରେ ଥିବା ୧୪ ଜଣ ଏୟାର ମେନ୍ ଗାୟବ ହୋଇଗଲେ।

ଏମିତି ଅଜବ ଜାଗା କୁ ପ୍ରଥମେ କଲମ ବସ୍ ୧୪୯୨ ମସିହାରେ ଠାବ କରିଥିଲେ।ଯେତେବେଳେ ସେ ନିଜର ଗ୍ରୁପ୍ ସହ ଆମେରିକା ଆଡ଼କୁ ଯାଇଥିଲେ।

ନିଜ ରେକର୍ଡ ରେ ସେ ଲେଖିଛନ୍ତି କି ସେହି ବାଟ ଦେଇ ଗଲାବେଳେ ସମୁଦ୍ରରେ କିଛି ଅଚାନକ ଲାଇଟ୍ ଜଳୁଥିବା ର ତାଙ୍କ ନଜର କୁ ଆସିଥିଲା ଏବଂ ସମୁଦ୍ର ବହୁତ୍ ଶାନ୍ତ ଥିଲା।ଏବଂ ପରେ ସେମାନଙ୍କ କମ୍ପାସ ବନ୍ଦ କରିଦେଲା।

ଯାହା ଫଳରେ ସେମାନେ ଭୟରେ ସେହି ରୁଟ୍ ଛାଡ଼ି ଅନ୍ୟ ପଟେ ଯିବାକୁ ଲାଗିଲେ।ଫ୍ଲୋରିଡା ବରମୁଣ୍ଡା ଏବଂ କୋଟରିକା ମଧ୍ୟରେ ଥିବା ଏହି ତ୍ରିଭୁଜ ଜଳ ଭାଗକୁ ବରମୁଣ୍ଡା ତ୍ରିଭୁଜ କୁହାଯାଏ।ଏବଂ ଏହି ପାଞ୍ଚ ଲକ୍ଷ ବର୍ଗ କିଲୋମଟର ବିଶିଷ୍ଟ ବରମୁଣ୍ଡା ତ୍ରିଭୂଜରେ ବୁଡିଯାଇଥିବା ଜାହଜ ଓ ଫ୍ଲାଇଟି ଗୁଡ଼ିକର ଅତା ପତା ନାହିଁ।ଏବଂ ଏହି ସବୁ ଘଟଣା ପରେ ଲୋକମାନଙ୍କ ମଧ୍ୟରେ ଏହି ଜାଗା ବିଷୟରେ ଭୟ ଦିନକୁ ଦିନ ବଢି ଚାଲିଲା।

ଲୋକ ମାନଙ୍କ ମନରେ ବଢୁଥିବା ଏହି ଭୟକୁ ଦୁର କରିବା ପାଇଁ ବୈଜ୍ଞାନିକ ମାନେ ଏହି ଜାଗା ଉପରେ ରିସର୍ଚ୍ଚ କରିବା ଆରମ୍ଭ କରିଦେଲେ।ଏବଂ ସେମାନଙ୍କ ମତରେ ଏହି ଜାଗାରେ କିଛି electromagnetic force ରହିଛି

।ଯାହା ଫଳରେ ଏହି ଏରିଆରେ କମ୍ପାସ କାମ କରୁନାହିଁ।ଏହା ସହ ଏହି ଜାଗାରେ ଏକ ପ୍ରକାର କୁହୁଡି ତିଆରି ହୁଏ।ଯାହାକୁ electronic fog କୁହାଯାଏ।ଏବଂ ଏହି କୁହୁଡି ଉଡାଜାହାଜ ସହ ଲାଗିଯାଏ।ଏହା ସହ ଏହି ଗବେଷଣାରୁ ଅନ୍ୟ ଏକ ତଥ୍ୟ ବାହାରକୁ ଆସିଛି।ଏବଂ ତାହା ହେଲା ସମୁଦ୍ରର ତଳ ଭାଗରେ ଥିବା କ୍ରି ଏଚର୍ ଙ୍କ ଠାରୁ ମିଥେନ୍ ଗ୍ୟାସ୍ ନିର୍ଗତ ହୁଏ।

Leave a Reply

Your email address will not be published. Required fields are marked *