ଏମିତି ଏକ ମନ୍ଦିର ଯେଉଁଠି ମହିଳାଙ୍କୁ ଓଲଟା ଟାଙ୍ଗି ଦିଆଯାଇଥାଏ ,କିନ୍ତୁ ସେମାନଙ୍କ ଶାଢ଼ୀ ତଳକୁ ଖସି ନଥାଏ

ଆମ ଭାରତ ରେ ଏପରି କିଛି ମନ୍ଦିର ରହିଛି ଯାହାର କି ରହସ୍ୟ ବିଷୟରେ କେହିବି ଜାଣିପାରୁନାହାନ୍ତି I ଶୁଣିବାକୁ ଗପ ଭଳି ଲାଗୁଥିଲେ ମଧ୍ୟ ନିଜ ସ୍ଵ ଚକ୍ଷୁ ରେ ଦର୍ଶନ ପରେ ଯେ କେହି ବି ମାନିବାକୁ ବାଧ୍ୟ ହେଇଥାଏ I ଏମିତି କିଛି ମନ୍ଦିର ଅଛି ଯେଉଁଠି କି ପ୍ରକୃତି ର ରହସ୍ୟ ଆଗରେ ବୈଜ୍ଞାନିକ ଫେଲ ମାରିଛନ୍ତି ସେଥିମଧ୍ୟରୁ ମେହେନ୍ଦିପୁର ବାଲାଜୀମନ୍ଦିର ଏବଂ ଜ୍ୱାଳାଦେବୀ ମନ୍ଦିର ଅନ୍ୟତମ I

1)ବାଲାଜୀମନ୍ଦିର:-ରାଜସ୍ଥାନର ମେହେନ୍ଦିପୁର ରେ ଏହି ମନ୍ଦିର ଅବସ୍ଥିତ I ଏଠାରେ ହନୁମାନ ପୂଜା ପାଇଥାନ୍ତି I

ସାଧାରଣତଃ ଯେଉଁମାନେ ଭୁତ ପ୍ରେତ ବା ନକାରାତ୍ମକ ଶକ୍ତି ଦ୍ୱାରା ପ୍ରଭାବିତ ହେଇଥାନ୍ତି ସେମାନଙ୍କୁ ଏହି ମନ୍ଦିର କୁ ଅଣାଯିବା ପରେ ବହୁତ ଯୋରରେ କାନ୍ଦିବାକୁ ଲାଗିଥାନ୍ତି I ଏବଂ ମନୁଷ୍ୟ ଶରୀରରୁ ସେହି ଦୁଷ୍ଟ ଆତ୍ମା ମାନେ ଛାଡି ଚାଲିଯାଇଥାନ୍ତି I ଯେଉଁ ପ୍ରେତାତ୍ମା ମାନଙ୍କର ଶକ୍ତି ଅଧିକ ଥାଏ ସେହି ମହିଳା ମାନଙ୍କୁ ଶିକୁଳି ରେ ଓଲଟା ବାନ୍ଧିଦିଆଯାଇଥାଏ I

କିନ୍ତୁ ଚକିତକର ଘଟଣା ହେଉଛି ସେମାନଙ୍କର ପୋଷାକ ତଳକୁ ଖସିନଥାଏ I 2)ଜ୍ୱାଳାଦେବୀ ମନ୍ଦିର:-ହିମାଚଳ ପ୍ରଦେଶର କଂଗର ଜିଲ୍ଲାରେ ଜ୍ୱାଳାଦେବୀ ମନ୍ଦିର ଅବସ୍ଥିତ ଅଟେ I

ଏହା ଏକ ବହୁ ପୁରାତନ ମନ୍ଦିର ଅଟେ I ଶକ୍ତିପୀଠ ଭାବରେ ଏହା ପରିଚିତ I ଏଠାରେ ମାଙ୍କ ପାଟିରୁ ହଜାର ବର୍ଷ ଧରି ଅଗ୍ନି ବାହାରିବାରେ ଲାଗିଛି ଯାହାର ବୈଜ୍ଞାନିକ କାରଣ ଆଜି ବି ଜଣାପଡ଼ୁନାହିଁ I

Leave a Reply

Your email address will not be published. Required fields are marked *