ନାରୀ ମାନେ ଜାଣନ୍ତି ନାହିଁ ନିଜ ଶରୀର ବିଷୟରେ ଏହି ୧୦ ଟି କଥା

ଆଜି ଆମେ ଜାଣିବା ସ୍ତ୍ରୀ ମାନଙ୍କ ଶରୀର ବିଷୟରେ ଜଡ଼ିତ ଥିବା ଏମିତି କିଛି କଥା ଯାହା କି ସ୍ତ୍ରୀ ମାନେ ନିଜ ମଧ୍ୟ ଜାଣନ୍ତି ନାହିଁ।

ପ୍ରାୟ ତ ଆପଣ ମାନେ ଜାଣିଥିବେ ବା ଶୁଣିବାକୁ ପାଇଥିବେ ଯେ ସ୍ତ୍ରୀ ମାନେ ପୁରୁଷ ମାନଙ୍କ ଠାରୁ ଦୁର୍ବଳ ହୋଇଥାନ୍ତି ବା ସେମାନଙ୍କ ଠାରେ କଷ୍ଟ ସହିବା ଶକ୍ତି ପୁରୁଷ ମାନଙ୍କ ଠାରୁ କମ୍ ଥାଏ।

କିନ୍ତୁ ଆଜି ଯାହା ଜାଣିବା ତାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ମହିଳା ମାନେ ନିଶ୍ଚୟ ଗର୍ବ ଅନୁଭବ କରିବେ ଏହାକୁ ପଢି।

୧- ରୋଗ ପ୍ରତିରୋଧକ ଶକ୍ତି

ଆପଣ ହୁଏତ ଜାଣି ନଥିବେ ଯେ ନାରୀ ମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ପୁରୁଷ ମାନଙ୍କ ଠାରୁ ବହୁତ୍ ଅଧିକ। ଏହା ଏଥି ପାଇଁ ଯେ ମହିଳା ମାନେ ଶିଶୁ ଙ୍କୁ ଜନ୍ମ ଦେଇଥାନ୍ତି।

୨- ମାନସିକ ଶକ୍ତି

ମହିଳା ମାନଙ୍କ ମସ୍ତିସ୍କ ର ଓଜନ ପୁରୁଷ ମାନଙ୍କ ଠାରୁ କମ୍ ହୋଇଥାଏ କିନ୍ତୁ ସେମାନଙ୍କ ପାଖରେ ମୁହଁ ବା ଛବି ଦେଖି ମାନେ ରଖିବାର ଶକ୍ତି ସବୁଠାରୁ ଅଧିକ ଥାଏ।

୩- ଘାତକ ଖ୍ୟତ ର ପ୍ରଭାବ

ଏକ ରିସର୍ଚ୍ଚ ରୁ ଜଣା ଯାଇଛି ଯେ ପୁରୁଷ ମାନଙ୍କ ଅପେକ୍ଷା ମହିଳା ମାନଙ୍କ ମଧ୍ୟରେ କୌଣସି କ୍ଷତ କୁ ସହିବାର କ୍ଷମତା ଅଧିକ ଥାଏ।

୪- ଗର୍ଭାଶୟ ର ଆକାର

ଗର୍ଭ ଧାରଣ ର ପ୍ରଥମ ପର୍ଯ୍ୟାୟ ରେ ଗର୍ଭାଶୟ ର ଆକାର ଏକ କମଳା ଲେମ୍ବୁ ପରି ଥାଏ

କିନ୍ତୁ ୯ ମାସ ବେଳକୁ ଏହା ବୃଦ୍ଧି ପାଇ ଏକ ତରଭୁଜ ପରି ହୋଇ ଯାଇଥାଏ।

୫- ନମନୀୟତ

ମହିଳା ମାନଙ୍କ ମସଲ୍ ପୁରୁଷ ମାନଙ୍କ ଠାରୁ ୭୫% ଅଧିକ ନମନୀୟ ହୋଇଥାଏ ଯାହା ପାଇଁ କି ମହିଳା ମାନେ ପୁରୁଷ ମାନଙ୍କ ଠାରୁ ବେଶୀ ସମୟ ପର୍ଯ୍ୟନ୍ତ ବ୍ୟାୟାମ ମଧ୍ୟ କରି ପାରନ୍ତି।

Leave a Reply

Your email address will not be published. Required fields are marked *