ଚୁଟି ଝଡ଼ିବା ରୋକିବା ପାଇଁ କରନ୍ତୁ ଏହି ଛୋଟ କାମ

ଯଦି ଆପଣଙ୍କ ଚୁଟି ବହୁତ୍ ଖସୁଛି ଆଉ ବହୁତ୍ ଛୋଟ ଅଛି ତେବେ ଆପଣଙ୍କ ପାଇଁ ଗୋଟେ ଘରୋଇ ଉପଚାର ନେଇ ଆସିଛି।ଆଜି ଏହି ସମସ୍ୟାର ମୁଖ୍ୟ ସମାଧାନ ହେଉଛି ଭେଶ୍ଲିନେ।ଆପଣ ସମସ୍ତଙ୍କ ଘରେ ତ ଭେଶ୍ଳିନେ ନିଶ୍ଚୟ ଥିବ ଯାହାକୁ ଆପଣ ଶୀତ ଦିନେ ବ୍ୟବହାର କରିଥାନ୍ତି।

ଏହି ଉପାୟ ଟି ଉଭୟ ପୁଅ ଆଉ ଝିଅ ଙ୍କ ପାଇଁ ଲାଗୁ ହେବ।ପ୍ରଥମେ ଆପଣ କିଛି ଭେଶଲୀନ ଗୋଟେ କାଚ ବାଉଲ୍ କୁ କାଢି ଦିଅନ୍ତୁ।

ଏବଂ ସେଥିରେ ଆପଣ ଯେକୌଣସି ଜେଲ୍ ଗୋଟେ ଚାମଚ୍,ଏବଂ ଗୋଟେ ଚାମଚ୍ ନଡ଼ିଆ ତେଲ ଦିଅନ୍ତୁ ଏବଂ ଏହାପରେ ତିନୋଟି ଜିନିଷକୁ ଆପଣ ଭଲ ଭାବରେ ଗୋଲେଇ ଦିଅନ୍ତୁ।

ଏହି ଜିନିଷ ଆପଣଙ୍କ ଚୁଟି ପାଇଁ ବହୁତ୍ ଭଲ ରହିବ। ତା ପରେ ଏହାକୁ ଚୁଟି ରେ ଲଗାଇ ୫ରୁ୧୦ ମିନିଟ୍ ରଖନ୍ତୁ।ଏହାପରେ ଆପଣ ସାମ୍ପୋ ରେ ମୁଣ୍ଡ ଧୋଇ ଦିଅନ୍ତୁ।ଦେଖିବେ ଏହା ଦ୍ବାରା ଚୁଟି ର ସମସ୍ତ ସମସ୍ୟା ଦୁର ହୋଇଯାଇଥାଏ।

Leave a Reply

Your email address will not be published. Required fields are marked *