ପ୍ରତିଦିନ ଚୋବାନ୍ତୁ ଏହି ଗଛ ର ୫ଟି ପତ୍ର: ଡାକ୍ତର ପାଖକୁ ଯିବାକୁ ଭୁଲିଯିବେ

ଆମ ଆଖ ପାଖରେ ବହୁତ୍ ପ୍ରକାର ଗଛ ଦେଖିବାକୁ ମିଳେ।ସେଥିରୁ ବହୁତ୍ ଗଛ ଅଛି ଯାହା ଆମ ଶରୀର ପାଇଁ ବହୁତ୍ ଉପକାରୀ।

ଆଜି ଆମେ ତୁଳସୀ ଗଛ ବିଷୟରେ ଜାଣିବା ଯାହାକୁ ଜଡ଼ି ବୁଟୀ ର ରାଣୀ ବୋଲି କୁହାଯାଏ।ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ପ୍ରତିଦିନ ପୂଜା କରାଯାଏ।ଏହାର ପ୍ରଭାବ ଏବଂ ଫାଇଦା କାରଣରୁ ଏହା କେବଳ ଭାରତରେ ନୁହେଁ ବରଂ ଦୁନିଆ ସାରା ଜଣାଯାଏ।

ତୁଳସୀ ପତ୍ରର ପ୍ରୟୋଗ ଅନେକ ପ୍ରକାରର ରୋଗରେ କରାଯାଏ।ଏକ ପରିକ୍ଷଣରୁ ଜଣା ପଡିଛି ତୁଳସୀ ପତ୍ର ପ୍ରତିଦିନ ସେବନ ଯୋଗୁ ଏହା ଆମ ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ବଢେଇଥାୟେ।

ଯଦି ଆପଣ ବହୁତ୍ ଜୋରେ ଜ୍ବରରେ ପୀଡ଼ିତ ତେବେ ଏକ କପ୍ ପାଣିରେ କିଛି ତୁଳସୀ ପତ୍ର ନେଇ ପାଞ୍ଚୋଟି ଗୁଜୁରାତି ସହ ଫୁଟାଇ ଦିନରେ ପାଞ୍ଚ ଥର ସେହି ପାଣିକୁ ସେବନ କରନ୍ତୁ।ଏଥିରୁ ଭିଷଣରୁ ଭୀଷଣ ଜର ଶେଷ ହୋଇଯାଏ।
ଯଦି ଆପଣ ଥଣ୍ଡା ଭଳି କଷ୍ଟ ଭୋଗୁଛନ୍ତି ତେବେ ଆପଣ ସକାଳେ ଏବଂ ସନ୍ଧ୍ୟାରେ ତୁଳସୀ ପତ୍ର ଚୋବାନ୍ତୁ।ଏବଂ ଆପଣ ଏହାର ପତ୍ରକୁ ଚାହାରେ ମଧ୍ୟ ପକାଇ ପିଇ ପାରନ୍ତି।

ଏହା ଦ୍ବାରା ଆପଣଙ୍କ ଇମ୍ୟୁନିଟି ସିଷ୍ଟମ୍ ଦୁର୍ବଳ ହୋଇଯିବ।ଯାହା ଦ୍ବାରା ଆପଣ ଅନେକ ରୋଗରୁ ବଞ୍ଚି ପାରିବେ।
ଯଦି ଆପଣ ମୁଖରୁ ଆସୁଥିବା ଦୁର୍ଗନ୍ଧ ଯୋଗୁ ଆପଣ ଚିନ୍ତିତ ଅଛନ୍ତି ତେବେ ଆପଣ ତୁଳସୀର ପାଞ୍ଚୋଟି ପତ୍ରକୁ ଚୋବାଇ ଖାଆନ୍ତୁ।ଯାହା ଦ୍ବାରା ଆପଣଙ୍କ ମୁଖର ଦୁର୍ଗନ୍ଧ ମୂଳରୁ ଶେଷ ହୋଇଯିବ।

Leave a Reply

Your email address will not be published. Required fields are marked *