ଜିଓ ଆଣିଲା ନୂଆ ଧମାକା ଧାର ପ୍ଲାନ୍: ଜାଣନ୍ତୁ କଣ ହେଇ ଦିୱାଲି ଅଫର

ଅଫର, ଫ୍ରି ଓ କ୍ୟସ୍ ବ୍ୟକ୍ ଦେବାରେ ଅଗ୍ରଣୀ କମ୍ପାନୀ ଯିଓ ଏବେ ନେଇ ଆସିଛି ଆହୁରି ଏକ ଧମକାଧର ଅଫର।

ଏହି ଅଫର ର ନାମ ହେଉଛି ଦିୱାଳି ଧମାକା। ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।

ଜିଓ ର ଏହି ଆଫର୍ ରେ ଆପଣଙ୍କୁ ୧୬୯୯ ଟଙ୍କା ର ରିଚାର୍ଡ କରିବାକୁ ପଡ଼ିବ। ଯାହାର ବୈଧତା ରହିବ ୩୬୫ ଦିନ ଅଥବା ୧ ବର୍ଷ। ଏହି ପ୍ଲାନ୍ ରେ ଆପଣକୁ ଦୈନିକ ୧.୫ ଜିବି ର ଡାଟା ସହ ସମସ୍ତ ନେଟୱର୍କ କୁ ଅାନ୍ ଲିମିଟେଡ କଲ୍ ଏବଂ ପ୍ରତି ଦିନ ୧୦୦ ଟି ମେସେଜ ଅନ୍ୟ ପ୍ଲାନ୍ ପରି ମିଳିବ। ଯାହାର ବୈଧତା ରହିବ ୧ ବର୍ଷ।

କିନ୍ତୁ ୧୬୯୯ ଟଙ୍କା ଛଡ଼ା ଏହି ପ୍ଲାନ୍ ର ମୁଖ୍ୟ ବିଶେଷତ୍ଵ ହେଉଛି କି ଏହି ପ୍ଲାନ୍ ସହ Jio ଦେଉଛି ୧୦୦% କ୍ୟଶବ୍ୟାକ।

ଏହି ପ୍ଲାନ୍ ର recharge କଲେ ଆପଣଙ୍କୁ ମିଳିବ jio ର ୫୦୦ ବାଲା ୩ ଟି ଭାଉଚର୍ ଏବଂ ୨୦୦ ଟଙ୍କା ର ଗୋଟିଏ ଭଉଚର୍। ଯାହା ଆପଣ ଭବିଷ୍ୟତ jio recharge ରେ ଉପଯୋଗ କରି ପାରିବେ।

Leave a Reply

Your email address will not be published. Required fields are marked *