ଆରକ୍ଷଣ ବିରୋଧୀ ସଂସ୍ଥା ମାନଙ୍କ ସହିତ ସାଧାରଣ ବର୍ଗ ର ବିଭିନ୍ନ ସଙ୍ଗଠନ ମାନଙ୍କ ଦ୍ଵାରା ଜାତିଭିତ୍ତିକ ଆତ୍ରୋ ସିଟି ଆଇନ ବିରୁଦ୍ଧ ରେ ଆଜି ପାଇଁ ଭାରତ ବନ୍ଦ ଡାକରା ଦିଆ ଯାଇଛି।
ଏହି ବନ୍ଦ ଡାକରା ସକାଳ ୬ ଟା ରେ ଆରମ୍ଭ ହୋଇ ଦିନ ୧୨ ଟା ରେ ଶେଷ ହେବ ବୋଲି ଜଣା ପଡ଼ିଛି।
ତେବେ ଆଜି ସକାଳ ୬ ଟା ରୁ ଦିନ ୧୨ ଟା ଯାଏ ଉଭୟ ଯାନ ବାହାନ ଏବଂ ଦୋକାନ ବଜାର ବନ୍ଦ ରହିବାର ଆଶଙ୍କା କରାଯାଉଛି ।
କେନ୍ଦ୍ର ର ବିଭିନ୍ନ ଦଳ ଯଥା ଏହି ଆନ୍ଦୋଳନ ପଛରେ ଅଛନ୍ତି ବୋଲି ଜଣା ଯାଇଛି।