ବିଦ୍ୟୁତ ଆଘାତ ରେ ପୁଣି ଯୁବକର ମୃତ୍ୟୁ,କେବେ ଚେତିବ ଶକ୍ତି ବିଭାଗ ??

ଭୁଶୁଡି ପଡିଛି ବିଦ୍ୟୁତ ବିଭାଗ I ଚିର ନିଦ୍ରାରେ ସରକାର ଏବଂ ଶକ୍ତି ବିଭାଗ I 1999 ମହାବାତ୍ୟା ପରଠାରୁ ମଧ୍ୟ ସେହି ପୁରୁଣା ଖୁଣ୍ଟ ତାର ବଦଳାଯାଉନି I ବିଦ୍ୟୁତ ବିଭାଗ କୁ ସଜାଡ଼ିବା ବଦଳରେ ଘରୋଇ କରଣ କରାଯାଉଛି I ଦିନ କୁ ଦିନ ବିଗିଡ଼ିବାରେ ଲାଗିଛି ଶକ୍ତି ବିଭାଗ ତଥାପି କାହାର ପରବାୟ ନାହିଁ I କିନ୍ତୁ ଶକ୍ତି ବିଭାଗର ଅବହେଳା ପାଇଁ ପୋକ ମାଛି ପରି ସବୁଦିନ ଜନସାଧାରଣ ମରୁଥିବା ବେଳେ ନିକଟ ଅତୀତ ରେ ଢେଙ୍କାନାଳ ରେ ଏକ 7ଟିକିଆ ହାତୀ ପଲ ବିଦ୍ୟୁତ ଆଘାତ ଯୋଗୁଁ ମୃତ୍ୟୁବରଣ କରିଥିଲେ

I ଆଜି ପୁଣି ଜଗତସିଂହପୁର ନାଉଗାଁ ବ୍ଳକ ନିକଟସ୍ଥ ଡେରିକି ପଞ୍ଚାୟତରେ ଜଣେ ଚାଷୀ ଙ୍କ ବିଦ୍ୟୁତ ଆଘାତ ରେ ମୃତ୍ୟୁବରଣ ହେଇଚି I ଚାଷୀ ଜଣଙ୍କ ବିଲ କୁ ଯାଇଥିବା ବେଳେ ତାଙ୍କ ଉପରେ ତାର ଛିଣ୍ଡି ପଡିବା କାରଣରୁ ଘଟଣା ସ୍ଥଳରେ ମୃତ୍ୟୁ ହେଇଥିଲା I

Leave a Reply

Your email address will not be published. Required fields are marked *