ଶୋଇବା ସମୟରେ ବିଛଣା ପାଖରେ ରଖନ୍ତୁ ଏକ ଗ୍ଲାସ୍ ପାଣି ଓ ଦେଖନ୍ତୁ ଚମତ୍କାର

ଯଦି ଆପଣଙ୍କୁ ଲାଗୁଥାଏ କି ଆପଣ ନକାରାତ୍ମକ ଉର୍ଜା ଦ୍ବାରା ଘେରି ରହିଛନ୍ତି କିମ୍ବା ମାନସିକ ଚିନ୍ତା ଦ୍ବାରା ଗ୍ରସ୍ତ ଅଛନ୍ତି ତାହେଲେ ଆଜି ଆମେ ଗୋଟେ ଛୋଟ ଉପାୟ ବିଷୟରେ ଜାଣିବା।ଯାହାକି ଆପଣଙ୍କର ବହୁତ୍ କାମରେ ଆସିପାରେ।

ନକାରାତ୍ମକ ଉର୍ଯା ଆପଣଙ୍କ ମାନସିକ ଶରୀର ଉପରେ ବହୁତ୍ ଖରାପ୍ ପ୍ରଭାବ ପକାଇ ଥାଏ।ଯେଉଁ ଊର୍ଜା ଆପଣଙ୍କ ଚାରିପାଖରେ ଘେରି ରହିଥାଏ।ସେଥିପାଇଁ ସବୁଠାରୁ ପ୍ରଥମେ ଏହି ନକାରାତ୍ମକ ଉର୍ଜାକୁ ଦୁର କରିବା ପାଇଁ ଆମକୁ ପ୍ରୟାସ କରିବା ଆବଶ୍ୟକ।ଏଥିପାଇଁ ପ୍ରାକୃତିକ ରୂପେ ଏହି କାମ କରିବାକୁ ପଡ଼ିବ। ଉପାୟଟି ହେଲା ରାତିରେ ଶୋଇବା ବେଳେ ପାଣିରେ ଭରା ଥିବା ଏକ ଗ୍ଲାସ୍ ବେଡ୍ ତଳେ ରଖିଦିଅନ୍ତୁ।

ଏହା ମନଯାୟେ କି ନକାରାତ୍ମକ ଉର୍ଜାକୁ ଦୁର କରିବାରେ ଏହି ଉପାୟ ବହୁତ୍ ସାହାଯ୍ୟ କରିଥାଏ।ପାଣି ଏକ ଏପରି ତତ୍ତ୍ଵ ଯିଏ କି ନକାରାତ୍ମକ ତତ୍ତ୍ଵ କୁ ନିଜ ଆଡକୁ ଆକର୍ଷିତ କରିଥାଏ।ଆଉ ମଧ୍ୟ ତାକୁ ନଷ୍ଟ କରିବାରେ ସକ୍ଷମ ହୋଇଥାଏ।

ଯେତେବେଳେ ବି ଆପଣ ଆପଣଙ୍କୁ ପଲଙ୍କ ତଳେ ଭରା ଥିବା ଗ୍ଲାସ୍ ରଖନ୍ତି ଏହା ଆପଣଙ୍କ ସବୁ ନକାରାତ୍ମକ ଶକ୍ତିର ଉର୍ଜାକୁ ଶୋଷଣ କରିନେଇ ଥାଏ।ଏହାପରେ ଏହି ପାଣିକୁ ସକାଳୁ ଉଠି ବାହାରେ ଫିଙ୍ଗି ଦିଅନ୍ତୁ।ଆଉ ତା ପର ଦିନ ପୁଣି ଏପରି କରନ୍ତୁ।

ଏହି ପ୍ରକ୍ରିୟା କୁ ବାରମ୍ବାର କରି ଚାଲନ୍ତୁ।ଏହା କରିବା ଦ୍ୱାରା ଆପଣଙ୍କ ମନକୁ ଶାନ୍ତି ମିଳିବ ଓ ମାନସିକ ଅଶାନ୍ତି ଦୁର ହୋଇଯିବ।ଆଉ ମଧ୍ୟ ଆପଣଙ୍କ ଆଖପାଖର ନକାରାତ୍ମକ ଉର୍ଜା ନଷ୍ଟ ହୋଇଯିବ।ଏହି ଛୋଟ ଆଉ ସହଜ ଉପାୟ କରିକି ଦେଖନ୍ତୁ।

Leave a Reply

Your email address will not be published. Required fields are marked *