Homeଗୃହସ୍ଥିରାତିରେ କାହିଁକି କରାଯାଏ ନାହିଁ ଶବର ପୋଷ୍ଟମର୍ଟମ : କାରଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

ରାତିରେ କାହିଁକି କରାଯାଏ ନାହିଁ ଶବର ପୋଷ୍ଟମର୍ଟମ : କାରଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

Published on

spot_img

ଜଣେ ବ୍ୟକ୍ତିର ମୃତ୍ୟୁ ପରେ ତାର କାରଣ ଜାଣିବା ପାଇଁ ଶରୀରକୁ ପୋଷ୍ଟମର୍ଟମ କରାଯାଏ।ଏହି ପ୍ରକ୍ରିୟା ମୃତ୍ୟୁର ୧୦ ଘଣ୍ଟା ଭିତରେ ହିଁ କରାଯାଏ।ଏବଂ ପୋଷ୍ଟମର୍ଟମ କରିବା ଲୋକଙ୍କୁ ପରିବାର ଲୋକଙ୍କ ସହମତି ନିଆଯାଇଥାଏ।
ପ୍ରାୟତଃ ଆପଣମାନେ ଦେଖିଥିବେ ପୋଷ୍ଟମର୍ଟମ ରାତିରେ କରାଯାଏ ନାହିଁ।କାରଣ ରାତିରେ ଟ୍ୟୁବ୍ ଲାଇଟ ଏବଂ ଏଲ୍ଇଡି ଆଲୁଅର ଆଘାତରେ ନାଲି ରଙ୍ଗ ବାଇଗଣୀ ରଙ୍ଗ ଦେଖାଯାଏ।କିନ୍ତୁ ସୂର୍ଯ୍ୟ ଆଲୋକରେ ଆଘାତର ନାଲି ରଙ୍ଗ ନାଲି ହିଁ ଦେଖାଯାଏ।
ଏହା ବ୍ୟତୀତ ଆମ ଧର୍ମରେ ପୋଷ୍ଟମର୍ଟମ କରିବା ବାରଣ କରାଯାଇଥାଏ।

Latest articles

ଚାଲ୍ ଫେରିଯିବା ଗାଆଁ କୁ -ଦୁର୍ଗା ଶଙ୍କର

ଆ ଫେରିଯିବା ଗାଆଁ କୁ ଆପଣେଇ ମାଟି ମାଆ କୁ ସହରୀ ଜୀବନ ସଙ୍କଟ ରେ ଏଠି ରୋଗୀ ସେବା ଖାଲି ନାଆଁ...

ବଜ୍ରପାତରେ ଦୁଇଫାଳ ହେଇଗଲା ଗଛ ,ସନ୍ୟାସୀ ବାବା ଙ୍କୁ ବଞ୍ଚାଇଦେଲେ ଚଣ୍ଡି ମା

କୁହାଯାଏ ଡର କାହାକୁ ଭୟ କାହାକୁ ମା ଅଛି ଚାରି ବାହାକୁ I ଏମିତି ଏକ ଅଲୌକିକ ଘଟଣା...

ପୁଲୱାମା ବୀର ଶହିଦଦିବସ ଉଦେଶ୍ୟରେ ଉତ୍କଳ ବିଶ୍ଵବିଦ୍ୟାଳୟ ଛାତ୍ର ସଙ୍ଗଠନ ତରଫରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର:ପୁଲଓ୍ୱାମା ଆକ୍ରମଣକୁ ଆଜି ଦୁଇ ବର୍ଷ ପୁରିଥିବା ବେଳେ ଏହି ଘଟଣାଟି ସତେ ଯେପରି ଆଜି ହେଇଥିବା ଭଳି...

ବ୍ଲକ ପରିସରରୁ ଶାଗୁଆନ ଗଛ ଚୋରି ଘଟଣା ସମିତି ଅଧ୍ୟକ୍ଷାଙ୍କ ସମେତ ୩ ଜଣଙ୍କ ନାମରେ ମାମଲା ରୁଜୁ

ସତ୍ୟବାଦୀ ବ୍ଲକ ପରିସରରୁ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଶାଗୁଆନ ଗଛ ଚୋରି ଘଟଣାରେ ସମିତି ଅଧ୍ୟକ୍ଷାଙ୍କ ସମେତ ୩...

More like this