ରାତିରେ କାହିଁକି କରାଯାଏ ନାହିଁ ଶବର ପୋଷ୍ଟମର୍ଟମ : କାରଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

ଜଣେ ବ୍ୟକ୍ତିର ମୃତ୍ୟୁ ପରେ ତାର କାରଣ ଜାଣିବା ପାଇଁ ଶରୀରକୁ ପୋଷ୍ଟମର୍ଟମ କରାଯାଏ।ଏହି ପ୍ରକ୍ରିୟା ମୃତ୍ୟୁର ୧୦ ଘଣ୍ଟା ଭିତରେ ହିଁ କରାଯାଏ।ଏବଂ ପୋଷ୍ଟମର୍ଟମ କରିବା ଲୋକଙ୍କୁ ପରିବାର ଲୋକଙ୍କ ସହମତି ନିଆଯାଇଥାଏ।
ପ୍ରାୟତଃ ଆପଣମାନେ ଦେଖିଥିବେ ପୋଷ୍ଟମର୍ଟମ ରାତିରେ କରାଯାଏ ନାହିଁ।କାରଣ ରାତିରେ ଟ୍ୟୁବ୍ ଲାଇଟ ଏବଂ ଏଲ୍ଇଡି ଆଲୁଅର ଆଘାତରେ ନାଲି ରଙ୍ଗ ବାଇଗଣୀ ରଙ୍ଗ ଦେଖାଯାଏ।କିନ୍ତୁ ସୂର୍ଯ୍ୟ ଆଲୋକରେ ଆଘାତର ନାଲି ରଙ୍ଗ ନାଲି ହିଁ ଦେଖାଯାଏ।
ଏହା ବ୍ୟତୀତ ଆମ ଧର୍ମରେ ପୋଷ୍ଟମର୍ଟମ କରିବା ବାରଣ କରାଯାଇଥାଏ।

Leave a Reply

Your email address will not be published. Required fields are marked *