ପୁରୀ ଚତୁର୍ପାଶ୍ଵ ରେ ଉଚ୍ଛେଦ କରାଯାଉଥିବା ବେଳେ ଏମାର ମଠରେ ମହନ୍ତ ଏହାକୁ ବିରୋଧ କରି ମଠରେ ବସି ରହିଛନ୍ତି I ପ୍ରଶାସନ ର ଏପରି ନିଷ୍ପତି କୁ ବିରୋଧ କରି ଗତକାଲି ସାଧୁସନ୍ଥ ମାନେ ଚେତାବନୀ ଦେଇଥିଲେ I ଅପରପକ୍ଷରେ ପ୍ରଶାସନ ମଧ୍ୟ ସାଧୁ ସନ୍ଥ ମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ I କିନ୍ତୁ ପ୍ରଶାସନ ର କଥା ଶୁଣୁ ନାହାନ୍ତି ବାବା ଏବଂ ସାଧୁ ମାନେ
I ପ୍ରଶାସନ ର ଏପରି ନିଷ୍ପତି କୁ ବିରୋଧ କରି ସାଧୁସନ୍ଥ ମାନେ ଏକ ବିଶାଳ ରାଲି କରିବାକୁ ଯାଉଛନ୍ତି Iଖବର ଅନୁଯାୟୀ ପ୍ରଶାସନ ର ମଠ ଭାଙ୍ଗିବା ନିଷ୍ପତି କୁ ବିରୋଧ କରି ସାରା ଦେଶରୁ ପାଖାପାଖି ୨ ହଜାର ରୁ ଉର୍ଦ୍ଧ ସାଧୁ ସନ୍ଥ ପୁରୀ ଆସୁଛନ୍ତି ,ସେମାନେ ଏକ ବିଶାଳ ରାଲି ରେ ଘେରାଉ କରିବେ I