କିଛିଦିନ ତଳେ ନିର୍ଭୟା ଙ୍କ ମା ଆଶା ଦେବୀ ଏହି ଘଟଣାରେ ପ୍ରତିକ୍ରିୟା ରଖି ରାଜ୍ୟ ସରକାର ଙ୍କୁ କଡା ସମାଲୋଚନା କରିଥିଲେ I ପରୀ କୁ ନ୍ୟାୟ ଦେବାକୁ ସିବିଆଇ ତଦନ୍ତ ଦାବି କରିଥିଲେ I ଏହାସହିତ ପରୀ ର ମା କୁ ସାହସ ଦେଇଥିଲେ I I ସୂଚନା ଥାଉ କି ପରୀ ଘଟଣାରେ SIT ସରୋଜ ସେଠି ଙ୍କୁ ଗିରଫ କରିଛି ,SIT ତରଫରୁ କୁହାଯାଇଛି କି ସରୋଜ ହିଁ ପରୀ କୁ ଦୁଷ୍କର୍ମ କରି ହତ୍ୟା କରିଛି କିନ୍ତୁ ସରୋଜ ପରିବାର ଏବଂ ପରୀ ର ପରିବାର ଏହାକୁ ଗ୍ରହଣ କରିନାହାନ୍ତି I ଘଟଣା କୁ ଚପାଇଦେବାକୁ ସରୋଜ ଙ୍କୁ କେବଳ ମୋହରା କରି ଫସାଇ ଦିଆଯାଇଛି ବୋଲି ଉଭୟ ପରିବାର ଅଭିଯୋଗ କରିଛନ୍ତି I ତେବେ ଆପଣ ଚାଁହୁଛନ୍ତି କି ପରୀ କେସ ନିର୍ଭୟା ଓକିଲ ଲଢନ୍ତୁ ବୋଲି ? ଲାଇକ ଏବଂ ଶେୟାର କରିବାକୁ ଭୁଲିବେନି I
ପରୀ ପାଇଁ ଲଢ଼ିବେ ନିର୍ଭୟା ଙ୍କ ଓକିଲ !
