Homeତାଜା ଖବରପରୀ ପାଇଁ ଲଢ଼ିବେ ନିର୍ଭୟା ଙ୍କ ଓକିଲ !

ପରୀ ପାଇଁ ଲଢ଼ିବେ ନିର୍ଭୟା ଙ୍କ ଓକିଲ !

Published on

spot_img
ପରୀ ପାଇଁ ଲଢ଼ିବେ ନିର୍ଭୟା ଙ୍କ ଓକିଲ, ସୋସିଆଲ ମିଡ଼ିଆ ରେ ଏବେ ପରୀ କୁ ନ୍ୟାୟ ଦେବାକୁ ନିର୍ଭୟା ଙ୍କ ଓକିଲ ଏହି କେସ ଲଢନ୍ତୁ ବୋଲି ଦାବି ଧରିଛି I ଏପରିକି ଏନେଇ ଢେଙ୍କାନାଳ ର ଯୁବ ଚେହେରା ସମ୍ବିତ ନନ୍ଦ ନିର୍ଭୟା ଓକିଲ ସୀମା ଙ୍କୁ ମଧ୍ୟ ଟ୍ୱିଟ କରି ଅନୁରୋଧ କରିଛନ୍ତି I ତେବେ ବର୍ତମାନ ସୁଦ୍ଧା ସୀମା କୌଣସି ଜବାବ ରଖିନାହାନ୍ତି I

କିଛିଦିନ ତଳେ ନିର୍ଭୟା ଙ୍କ ମା ଆଶା ଦେବୀ ଏହି ଘଟଣାରେ ପ୍ରତିକ୍ରିୟା ରଖି ରାଜ୍ୟ ସରକାର ଙ୍କୁ କଡା ସମାଲୋଚନା କରିଥିଲେ I ପରୀ କୁ ନ୍ୟାୟ ଦେବାକୁ ସିବିଆଇ ତଦନ୍ତ ଦାବି କରିଥିଲେ I ଏହାସହିତ ପରୀ ର ମା କୁ ସାହସ ଦେଇଥିଲେ I I ସୂଚନା ଥାଉ କି ପରୀ ଘଟଣାରେ SIT ସରୋଜ ସେଠି ଙ୍କୁ ଗିରଫ କରିଛି ,SIT ତରଫରୁ କୁହାଯାଇଛି କି ସରୋଜ ହିଁ ପରୀ କୁ ଦୁଷ୍କର୍ମ କରି ହତ୍ୟା କରିଛି କିନ୍ତୁ ସରୋଜ ପରିବାର ଏବଂ ପରୀ ର ପରିବାର ଏହାକୁ ଗ୍ରହଣ କରିନାହାନ୍ତି I ଘଟଣା କୁ ଚପାଇଦେବାକୁ ସରୋଜ ଙ୍କୁ କେବଳ ମୋହରା କରି ଫସାଇ ଦିଆଯାଇଛି ବୋଲି ଉଭୟ ପରିବାର ଅଭିଯୋଗ କରିଛନ୍ତି I ତେବେ ଆପଣ ଚାଁହୁଛନ୍ତି କି ପରୀ କେସ ନିର୍ଭୟା ଓକିଲ ଲଢନ୍ତୁ ବୋଲି ? ଲାଇକ ଏବଂ ଶେୟାର କରିବାକୁ ଭୁଲିବେନି I

Latest articles

ଚାଲ୍ ଫେରିଯିବା ଗାଆଁ କୁ -ଦୁର୍ଗା ଶଙ୍କର

ଆ ଫେରିଯିବା ଗାଆଁ କୁ ଆପଣେଇ ମାଟି ମାଆ କୁ ସହରୀ ଜୀବନ ସଙ୍କଟ ରେ ଏଠି ରୋଗୀ ସେବା ଖାଲି ନାଆଁ...

ବଜ୍ରପାତରେ ଦୁଇଫାଳ ହେଇଗଲା ଗଛ ,ସନ୍ୟାସୀ ବାବା ଙ୍କୁ ବଞ୍ଚାଇଦେଲେ ଚଣ୍ଡି ମା

କୁହାଯାଏ ଡର କାହାକୁ ଭୟ କାହାକୁ ମା ଅଛି ଚାରି ବାହାକୁ I ଏମିତି ଏକ ଅଲୌକିକ ଘଟଣା...

ପୁଲୱାମା ବୀର ଶହିଦଦିବସ ଉଦେଶ୍ୟରେ ଉତ୍କଳ ବିଶ୍ଵବିଦ୍ୟାଳୟ ଛାତ୍ର ସଙ୍ଗଠନ ତରଫରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର:ପୁଲଓ୍ୱାମା ଆକ୍ରମଣକୁ ଆଜି ଦୁଇ ବର୍ଷ ପୁରିଥିବା ବେଳେ ଏହି ଘଟଣାଟି ସତେ ଯେପରି ଆଜି ହେଇଥିବା ଭଳି...

ବ୍ଲକ ପରିସରରୁ ଶାଗୁଆନ ଗଛ ଚୋରି ଘଟଣା ସମିତି ଅଧ୍ୟକ୍ଷାଙ୍କ ସମେତ ୩ ଜଣଙ୍କ ନାମରେ ମାମଲା ରୁଜୁ

ସତ୍ୟବାଦୀ ବ୍ଲକ ପରିସରରୁ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଶାଗୁଆନ ଗଛ ଚୋରି ଘଟଣାରେ ସମିତି ଅଧ୍ୟକ୍ଷାଙ୍କ ସମେତ ୩...

More like this