ଝିଅ ଯଦି ଆପଣଙ୍କୁ ଭଲ ପାଉଥିବ ତାହେଲେ ଦେବ ଏହି ୩ଟି ଇସାରା

ଏପରି ତ ବହୁତ୍ ସମୟରେ ହୋଇଥାଏ କି ଆପଣ କେଉଁ ଝିଅ କୁ ବହୁତ୍ ଭଲ ପାଉଥିବି ଆଉ ଜାଣିବାକୁ ଚାଂହୁଥିବେ ସେ ବି ଆପଣକୁ ପସନ୍ଦ କରୁଛି କି ନାହିଁ।

ତେବେ ଝିଅ ମାନେ ପ୍ରାୟ ମୁଁହ ଖୋଲି ଏହା କହିଥାନ୍ତି କିନ୍ତୁ ଇଶରା ମାଧ୍ୟମ ରେ ଜଣାଇଥାନ୍ତି।ତେବେ ଆଜି ଆମେ ଜାଣିବା କି ଝିଅ ମାନେ ପ୍ରକୃତରେ ଆପଣକୁ ପସନ୍ଦ କରୁଥିଲେ କଣ କଣ ଇଶରା ଦେଇଥାନ୍ତି।

ଆଜି ଆମେ ୩ଟି ଏସରା ବିଷୟରେ ଜାଣିବା

୧- ଯଦି ଆପଣ ଥିବେ ଆଉ ଝିଅ ତାର ସାଙ୍ଗ ମାନଙ୍କ ସହ ଯାଉଥିବା ତାହେଲେ ସେ ଆପଣକୁ ଦେଖଇ ତ ସାଙ୍ଗ ମାନଙ୍କୁ କହିବା କି ଏହି ସେ ପୁଅ ଅଟେ। ଆଉ ଦେଖି ଲାଜ ବି କରିବ। ତେବେ ବୁଝି ଯାଆନ୍ତୁ ଯେ ସେ ଆପଣଙ୍କୁ ନୋଟିସ୍ କରୁଛି।

୨- ଝିଅ ଆପଣଙ୍କୁ ଦେଖି ସ୍ମିତ ହାତ ଦେବା। ଝିଅ ମାନଂକ ଏହି ପରି ହସିବା କେବେ କେବେ ବହୁତ୍ ସାଧାରଣ ହୋଇଥାଏ ତେଣୁ ଝିଅ ହସିବା ର ମାନେ ସବୁବେଳେ ଆପଣକୁ ପସନ୍ଦ କରିବା ହୋଇନଥାଏ।

ଆପଣ ପ୍ରଥମେ ଏହା ଜାଣିବାକୁ ଚେଷ୍ଟା କରନ୍ତୁ କି ସେ କେବଳ ଆପଣକୁ ଦେଖି ହସୁଛି ନା ସମସ୍ତଙ୍କୁ ଦେଖି ହସୁଛି।

ଏମିତି ବହୁତ୍ ଝିଅ ଥାଆନ୍ତି ଯିଏ କି ସବୁ ପୁଅ ଙ୍କୁ ଦେଖି ହସୁଥାନ୍ତି ତେଣୁ ଯଦି ସେ କେବଳ ଆପଣକୁ ଦେଖି ହସୁଛି ତାହେଲେ ଜନିନିଆନ୍ତୁ ସେ ଆପଣକୁ ପସନ୍ଦ କରୁଛି।

୩- ଝିଅ ଆପଣଙ୍କୁ ଦେଖିଲେ ଲାଜ କରୁଛି କି ନାହିଁ? ଯଦି ଝିଅ ଆପଣଙ୍କୁ ଦେଖିଲେ ଲାଜ କରୁଛି ବା ଲୁଚି ଯାଉଛି ତେବେ ସେ ଆପଣକୁ ପସନ୍ଦ କରୁଚି।

Leave a Reply

Your email address will not be published. Required fields are marked *