ଏହି ପାଞ୍ଚଟି କଥା ନିହାତି ମାନନ୍ତୁ ଜୀବନରେ ନିହାତି ସଫଳତା ପାଇବେ: ସଫଳତା ପାଇଁ ପାଂଚଟି କଥା

ସଫଳତା ଏମିତି ଏକ ଶବ୍ଦ ଯାହା ଆଜି କାଲି ସମସ୍ତ ପାଖରୁ ଶୁଣିବାକୁ ମିଳିଥାଏ I ସମସ୍ତେ ନିଜେ ନିଜର ଲକ୍ଷକୁ ପାଇ ସଫଳତା ହେବାକୁ ଚାହାନ୍ତି I ଏହା ପାଇଁ ଲୋକ ମାନେ ଭିର୍ଣ୍ଣ ଭିର୍ଣ୍ଣ ରାସ୍ତା ଖୋଜିଥାନ୍ତି ଭିର୍ଣ୍ଣ ଭିର୍ଣ୍ଣ ଉପାୟ ମଧ୍ୟ ବାଛିଥାନ୍ତି I ଏମିତି ଏକ ପଏଣ୍ଟ ଯାହାକୁ ଲକ୍ଷ ନଦେଲେ ଆମେ ଆମର ସଫଳତା ପାଇ ପାରିବା ନାହିଁ I ଏହି ପାଞ୍ଚଟି ପଏଣ୍ଟ ମନେରଖିବାକୁ ପଡିବ ସଫଳତା ପାଇବା ପାଇଁ ହେଲେ I 1.କାହାକୁ କପି କରନ୍ତୁ ନାହିଁ ଆପଣଙ୍କ ସାଙ୍ଗମାନେ କଣ କରୁଛନ୍ତି ଓ କିପରି କରୁଛନ୍ତି ତାହା ଆପଣଙ୍କ ପାଇଁ ଜରୁରୀ ନୁହେ ନିଜକୁ ଜାଣିବା ପାଇଁ ପଡିବ ଆପଣଙ୍କ ପାଇଁ କଣ ଭଲ ହେବ ଆପଣଙ୍କ ପାଖରେ କଣ ଟ୍ୟାଲେଣ୍ଟ ଅଛି ଯାହା ଅନ୍ୟମାନଙ୍କ ଠାରୁ ଆପଣଙ୍କୁ ଅଲଗା ବନାଉଛି I

ଅନ୍ୟର ନକଲ ନକରି କିପରି ଆପଣ ନିଜ ଲକ୍ଷରେ ପହଂଚିବେ ତାପ୍ରତି ଧ୍ୟାନ ଦିଅନ୍ତୁ I 2.ଠିକ ସମୟରେ ଠିକ କାମ କରିବା ଏମିତି ମକିଛି ଲୋକ ଅଛନ୍ତି ଟାର୍ଗେଟ ବନେଇଦିଅନ୍ତି କିଛିନା କିଛି କାରଣ ଯୋଗୁ ନିଜ ଟାର୍ଗେଟକୁ ସମୟ ଅନୁସାରେ ପୁରଣ କରିପାରନ୍ତି ନାହିଁ ଯାହା ଫଳରେ କାମ କରିବାର ସଠିକ ସମୟ ଚାଲିଯାଏ I ସେଥିପାଇଁ ନିଜର କାମକୁ ଠିକ ସମୟରେ ସାରିବା ଉଚ୍ଚିତ I 3.ନିଜ ଅସଫଳତାରୁ କିଛି ଶିକ୍ଷା ଲାଭ କରିବା ଅସଫଳତାରୁ କିଛି ଶିକ୍ଷା ଲାଭ କରିବା ସଫଳତାର ପ୍ରଥମ ପାହାଚ I

ଆପଣ ଶୁଣିଥିବେ ଅସଫଲତା ହେଉଛି ସଫଳତାର ପ୍ରଥମ ପାହାଚ କିନ୍ତୁ ମୁ କହୁଛି ଏହା ସମ୍ପୂର୍ଣ ଠିକ ନୁହଁ I ଯଦି ଏହା ଠିକ ହୋଇଥାନ୍ତା ତାହେଲେ ପୂର୍ବରୁ ଯେଉଁ ବ୍ୟକ୍ତି ଅସଫଳତା ହେଇଛି ସେ ଆଜି ନିଶ୍ଚିନ୍ତ ସଫଳତା ପାଇଥାନ୍ତା I ତାହା ସେତେବେଳେ ସତ୍ୟ ହେବ ଯେତେବେଳେ ଆମେ ସେହି ଅସଫଳତାରୁ କିଛି ଶିକ୍ଷା ଲାଭ କରିବା I ଆମେ ଯେଉଁ ଭୁଲ କରିଛେ ତାହା ଯେମିତି ଆଉଥରେ ନହେବ ସେଥିପାଇଁ ବାଟ ବାହାର କରିବା 4.ନିଜକୁ ଅନ୍ୟ ସହ ତୁଳନା ନକରିବା ଯଦି ଜୀବନରେ କିଛି ପାଇବାକୁ ହେଲେ ବା ସଫଳତା ପାଇବାକୁ ହେଲେ ନିଜକୁ ଅନ୍ୟ ସହ ତୁଳନା କରିବା ବନ୍ଦ କରିବାକୁ ପଡିବ

I ନିଜକୁ ଅନ୍ୟ ସହ ତୁଳନା କରିବା ଦ୍ୱାରା ଆମେ ଆମର ଟ୍ୟାଲେଣ୍ଟେକୁ ହାରାଇ ବସୁ I ସେଥିପାଇଁ ଅନ୍ୟ ଉପରେ ଧ୍ୟାନ ଦେବା ଅପେକ୍ଷା ନିଜ ଉପରେ ଧ୍ୟାନ ଦେବାକୁ ପଡିବ I 5.ପ୍ରଥମେ ସଫଳତା ରାସ୍ତାକୁ ଉପଭୋଗ କରନ୍ତୁ ବିନା ଟେନ୍ସନରେ ଆଗକୁ ବଢିବାକୁ ହେଲେ ପ୍ରଥମେ ନିଜ ଲକ୍ଷ ଠାରୁ ଦୁରେଇ ନିଜ ରାସ୍ତାକୁ ଉପଭୋଗ କରିବାକୁ ପଡିବ I

ନିଜ ଲେଖାକୁ ପାଇବାର ଖୁସିତ କମ ସମୟ ପାଇଁ ରହିଥାଏ କିନ୍ତୁ ନିଜ ଲକ୍ଷ ପାଖରେ ପହଞ୍ଚିବା ପାଇଁ ବହୁତ ଷ୍ଟ୍ରଗଲ କରିବାକୁ ପଡିଥାଏ I ସେଥିପାଇଁ ଛୋଟ ହେଉକି ବଡ ସବୁ ଷ୍ଟେପ କୁ ଖୁସିରେ ପାରିକରିବାକୁ ପଡିବ I

Leave a Reply

Your email address will not be published. Required fields are marked *