ଆଜି ଶନିଶ୍ଚର ଯଜ୍ଞ ରୁ ଏହି ରାଶି ମାନଙ୍କ ଉପରେ ଶନିଙ୍କ କୋପଦୃଷ୍ଟି ପଡିବ,ଜାଣନ୍ତୁ ପ୍ରତିକାର

ପ୍ରକୃତିର ନିୟମ ଅନୁସାରେ ସମସ୍ତଙ୍କ ଜୀବନରେ ସୁଖଦୁଃଖ ଆସିବା ନିଶ୍ଚିନ୍ତ ଅଟେ I ବାସ ଏତିକି ଫରକ ହେଉଛି ଏହାର ଆସିବାର ସମୟ ସମସ୍ତଙ୍କ ଜୀବନରେ ଅଲଗା ଅଲଗା ହୋଇଥାଏ I ଏମିତି କିଛି ରାଶି ଅଛି ଯାହାକୁ ବହୁତ ଶୀଘ୍ର ଦୁଃଖର ବାଦଲ ଢାଙ୍କିଦେବ I ଏହି ରାଶି ଉପରେ ଶନିଙ୍କ ପ୍ରଭାବ ଅଧିକ ପଡିବ I ଏହାର ପ୍ରଭାବ ଆଗକୁ ଥିବା ତିନି ମାସ ପର୍ଯ୍ୟନ୍ତ ରହିବ I ଜୋତିସ ଶାସ୍ତ୍ର ଅନୁସାରେ ସବୁ ରାଶି ଆକାଶଗଙ୍ଗାରେ ଥିବା ଗୃହ ସହ ଜଡିତ ଥାନ୍ତି I ଏହି ଗୃହର ଅବସ୍ଥା ଅନୁସାରେ ଆପଣଙ୍କ ଉପରେ ଏହାର ପଜିଟିଭ ବା ନେଗେଟିଭ ପ୍ରଭାବ ପଡିଥାଏ I ଏଥିରେ କିଛି ରାଶି ପ୍ରଭାବିତ ହୋଇପାରନ୍ତି I ମିଥୁନ ରାଶି:

ଏହି ରାଶିରେ ଧନହୀନ ହେବାର ଯୋଗ ଦେଖାଦେଉଛି I ଏଥିପାଇଁ ଆସୁଥିବା ତିନିମାସ ପର୍ଯ୍ୟନ୍ତ କାହାକୁ ଧନ ଦିଅନ୍ତୁ ନାହିଁ କି କାହାଠୁ ଧନ ଉଧାର ନିଅନ୍ତୁ ନାହିଁ I ଏହି ସମସ୍ୟାର ସମାଧାନ ପାଇଁ ଆପଣ ଶନିବାର ଦିନ ଶନିମନ୍ଦିର ଯାଆନ୍ତୁ ଓ ଦୀପ ଜଳାନ୍ତୁ I ତା ସହିତ ମନ୍ଦିର ବାହାରେ ବସିଥିବା ଭିକାରୀମାନଙ୍କୁ ପଇସା ଦାନ ଦିଅନ୍ତୁ ଏହା କରିବା ଦ୍ୱାରା ଧନ ସମ୍ବଦ୍ଧିତ ସମସ୍ୟା କଟିଯାଏ I ସିଂହ ରାଶି :

ଏହି ରାଶିର ବ୍ୟକ୍ତିମାନେ ନିଜର ରାଗକୁ ନିୟନ୍ତ୍ରଣରେ ରଖନ୍ତୁ ଓ କୌଣସି ପ୍ରକାରର ଝଗଡ଼ାରେ ପଡନ୍ତୁ ନାହିଁ I ରାଶି ଅନୁସାରେ ଆପଣଙ୍କର ନିଜର ଲୋକ ସହ ଝଗଡା ହୋଇପାରେ I ଏହି ଝଗଡା ଯୋଗୁ ଆପଣଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇପଡିବ I ଏହି ସମସ୍ୟାକୁ ଦୂର କରିବା ପାଇଁ ଶନିବାର ଦିନ ଆଳତି ଦିଅନ୍ତୁ I ଏହା କରିବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ Iମକର ରାଶି :

ଏହି ରାଶିର ବ୍ୟକ୍ତିମାନେ ତିନି ମାସ ପର୍ଯ୍ୟନ୍ତ ଚିନ୍ତାରେ ରହିପାରନ୍ତି I ଆପଣ କୌଣସିଭି କାର୍ଯ୍ୟ କରିବାକୁ ଚେଷ୍ଟା କରୁଥିଲେ ଖରାପ ସମୟ ଯୋଗୁ ସେହି କାମ ସଫଳ ହେବ ନାହିଁ I ଏଥିପାଇଁ ତିନିମାସ ପର୍ଯ୍ୟନ୍ତ ବଡ ବା ଛୋଟ କାମ କରିବାରୁ ଦୂରେଇ ରୁହନ୍ତୁ I ଦୁର୍ଭାଗ୍ୟକୁ ସୌଭାଗ୍ୟର ବଦଳାଇବା ପାଇଁ ଆପଣଙ୍କୁ ଶନିଦେବଙ୍କୁ ତେଲରେ ଅଭିଷେକ କରିବାକୁ ପଡିବ I ଏହା ମାସକୁ ଥରେ ତିନିମାସ ପର୍ଯ୍ୟନ୍ତ କରିବାକୁ ପଡିବ Iବିଛା ରାଶି:

ଏହି ରାଶିର ବ୍ୟକ୍ତିମାନେ ତିନିମାସ ପର୍ଯ୍ୟନ୍ତ ଦୁଃଖ ଓ ଅସୁବିଧାରେ ରହିପାରନ୍ତି I ଏହି ସମସ୍ୟାକୁ ଦୂର କରିବା ପାଇଁ ଆପଣ ଶନିଦେବଙ୍କ ଉପବାସ କରନ୍ତୁ ଓ ଶନିବାର ଦିନ କୌଣସି ଗରିବକୁ ଖାଦ୍ୟ ଓ ବସ୍ତ୍ର ଦାନ କରନ୍ତୁ I ଏହା କରିବା ଦ୍ୱାରା ଆପଣଙ୍କ ଦୁଃଖ କମିଯିବ I

Leave a Reply

Your email address will not be published. Required fields are marked *