ଯୋଗଗୁରୁ ବାବା ରାମଦେବ ଏକ ବଡ ଭବିଷ୍ୟବାଣୀ କରିଛନ୍ତି I ବାବାଙ୍କ ଏହି ଭବିଷ୍ୟବାଣୀ ବିଜେପି ପାଇଁ ବହୁତ ବଡ ଖୁସିଖବର I ବାବା ରାମଦେବ ହରିଦ୍ୱାରରେ କହିଲେ ଏଥରବି ଏନଡ଼ିଏ ସରକାର ବନିବ ଓ ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ହେବେ Iବାବା ଚୁଟୁକି ମାରି କହିଲେ 23 ମେ ପରେ କିଛି ଲୋକଙ୍କ ରାଜନୀତି ବିଗିଡ଼ିଯିବ ଓ ବିରୋଧୀମାନଙ୍କୁ କପାଳଭିତ ଓ ଅନୁଲୋମ ଵିଲୋମ କରିବାକୁ ପଡିବ I