ଆଣ୍ଡ୍ରଏଡ P ର ଡେଭଲପର୍ ପ୍ରିଭିୟୁ ଆସିଯାଇଛି ବଜାର କୁ। ବର୍ତମାନ ପାଇଁ ଗୁଗଲ ର pixel ଫୋନ ବ୍ୟବହାର କରୁଥିବା ଲୋକ ମାନେ ଏହି ନୂଆ ଆଣ୍ଡ୍ରଏଡ ପି କୁ ବ୍ୟବହାର କରିପାରିବେ ବର୍ତମାନ ପାଇଁ।
ଅନ୍ୟ ଆଣ୍ଡ୍ରଏଡ ବ୍ୟବହାର କାରୀ ମାନଙ୍କ ପାଇଁ ମଧ୍ୟ ଏହା ଖୁବ୍ ଶୀଘ୍ର ଉପଲବ୍ଧ ହେବ।
ତେବେ ଆସନ୍ତୁ ଜାଣିବା କଣ ଜଣ ନୂଆ ସୁବିଧା ଉପଲବ୍ଧ ହେବ ଆପଣଙ୍କ ପାଇଁ
- GPS ଦ୍ଵାରା location ନିର୍ଧାରଣ କୁ ଅଧିକ ମାର୍ଜିତ କରାଯାଇଛି।
- ନୌଚ ଥିବା ଫୋନ ଯଥା:- iPhone X etc ପାଇଁ ସପୋର୍ଟ ଯୋଗ କରାଯାଇଛି।
- ମଲ୍ଟିପୂଲ୍ କ୍ୟାମେରା କୁ ଏକାଥରେ ବ୍ୟବହାର କରିବା ପାଇଁ ସୁବିଧା ଯୋଗ କରାଯାଇଛି।