ଚାଉଳିଆଗଞ୍ଜ ଗଞ୍ଜ ଥାନା ଅନ୍ତର୍ଗତ ଦୀର୍ଘ ଦିନ ଧରି ଚାଲିଥିବା ଏକ ଜୁଆ ଆଡ୍ଡା ରେ ଆଜି ପୋଲିସ ଚଢ଼ାଉ କରିଛି। ଯାହାର ଫଳ ସ୍ୱରୂପ ୨ ରାଉଣ୍ଡ ଗୁଳି ବିନିମୟ ରେ ୧୩ ଜୁଆଡି ଙ୍କୁ ଗିରଫ କରିଛି ପୋଲିସ। ଏହା ସହ ୨୬ ହଜାର ଟଙ୍କା ଓ ୪ ଟି ବାଇକ୍ ମଧ୍ୟ ଜବତ କରିଛି ପୋଲିସ।
ଘଟଣା ଟି ଏହିପରି ଥିଲା କି ମହାନଦୀ ମଶାଣି ଗଡା ରେ ଦୀର୍ଘ ଦିନ ଧରି ଏହି ଆଡ୍ଡା ଚାଲୁଥିଲା।
ପୋଲିସ ପାଖରେ ବହୁତ୍ ଆଗରୁ ସୂଚନା ମଧ୍ୟ ଥିଲା ହେଲେ ଯେତେ ଥର ବି ଚଢାଉ ର ପ୍ରୟାସ ହୋଇଥିଲା ଅପରାଧୀ ମାନେ ସେଠାରୁ ଖସି ଯାଉଥିଲେ।
ଶେଷ ରେ ପୋଲିସ ଛଦ୍ମ ବେଶ ରେ ଯିବାକୁ ନିଷ୍ପତି ନେଇ ଗାଇୟାଳ ବେଶରେ ଛୋଟ ପ୍ୟାଣ୍ଟ୍ ଗାମୁଛା ସହ ଯାଇ ସେମାନଙ୍କୁ କାବୁ କରିନେଇଛି।
ବିଭିନ୍ନ ମହଲ ରୁ ଏହି କାର୍ଯ୍ୟ କୁ ପ୍ରଶଂସା ମିଳୁଛି। ପୋଲିସ ର ଏହି କାର୍ଯ୍ୟ ପାଇଁ ଗର୍ବ ରେ ସେୟାର କରି ଜଣାନ୍ତୁ।
ଧନ୍ୟବାଦ୍