ମାଡ଼ି ଆସୁଛି ବିପଦ:- ଚିନ୍ କବଜା ରେ ଦୋକୋଲମ୍,୭ ଟି ହେଲିପ୍ୟାଡ,୧୦ ଟି ଘାଟି ନିର୍ମାଣ, ଏ ସୁଡ଼ଙ୍ଗ ତିଆରି ଚାଲିଛି।

ମାଡ଼ି ଆସୁଛି ବିପଦ:- ଚିନ୍ କବଜା ରେ ଦୋକୋଲମ୍,୭ ଟି ହେଲିପ୍ୟାଡ,୧୦ ଟି ଘାଟି ନିର୍ମାଣ, ଏ ସୁଡ଼ଙ୍ଗ ତିଆରି ଚାଲିଛି।
ଭାରତ କୁ ଚାରିପଟୁ ଘେରିବାକୁ ଉଦ୍ୟମ ଚଳାଇଛି ଚିନ। ଭାରତକୁ ଲାଗି ପାକିସ୍ତାନୀ ବନ୍ଦର ରେ ଚିନ ମୁତୟନ କରିବାକୁ ଯାଉଛି ଏହାର ବୁଡା ଜାହାଜ। ଗତ ବର୍ଷ ଯେଉଁ ଦୋକଳମ ବିବାଦ କୁ ନେଇ ୭୦ ଦିନ ଧରି ଭାରତ ଓ ଚିନ ମୁହାଁ ମୁହିଁ ହୋଇଥିଲେ ଚିନ ସେଠାରେ ପୁଣି ଦାଦାଗିରି ଦେଖାଇଛି।

ଭୁଟାନ ର ଏହି ଅଞ୍ଚଳ କୁ ଚିନ ସେନା ସମ୍ପୂର୍ଣ୍ଣ ଭାବେ ନିଜ କବାଯା କୁ ନେଇ ଯାଇଛନ୍ତି।

ଉପଗ୍ରହ ରୁ ମିଳିଥିବା ଚିତ୍ର ଅନୁସାରେ  ୭ ଟି ହେଲିପଦ୍ ଏବଂ ସେନା ରହିବାକୁ ୧୦ ଟି ଶିବିର କରୁଚି।

Leave a Reply

Your email address will not be published. Required fields are marked *