​ଋଷ ରେ ତାପମାତ୍ରା -୬୭ ମଙ୍ଗଳ ଗ୍ରହ ଠୁ ବି କମ୍

ଋଷ ରେ ତାପମାତ୍ରା -୬୭ ମଙ୍ଗଳ ଗ୍ରହ ଠୁ ବି କମ୍

ବିଶ୍ଵ ର ବିଭିନ୍ନ ଅଞ୍ଚଳ ଶୀତ ରେ ଥରୁଥିବା ବେଳେ ଋଷିଆ ରେ ଆଜି ତାପମାତ୍ରା -୬୭ କୁ ଖସି ଆସିଚି।

ମଙ୍ଗଳ ଗ୍ରହ ର ତାପମାତ୍ରା -୬୦ ଥିବା ବେଳେ ଋଷ ରେ ମଙ୍ଗଳ ଠୁ ମଧ୍ୟ କମ୍ ତାପମାତ୍ରା ରହିଛି।

ଋଷିଆ ର ଜକଟସ୍କୁ ଅନ୍ତର୍ଗତ ଓମ୍ୟକାନ ଗାଆଁ ରେ ମଙ୍ଗଳବାର ରେ ଏହି ତାପମାତ୍ରା ରେକୋର୍ଡ୍ ହୋଇଛି।

ଦିନକୁ ମାତ୍ର ୩ ଘଣ୍ଟା ପାଇଁ ସେଠାରେ ସୂର୍ଯ୍ୟାଲୋକ ଦେଖା ଯାଉଛି।

Leave a Reply

Your email address will not be published. Required fields are marked *