ରାଜନୈତିକ ଦଳ କୁ ୨୦୦୦ ରୁ ଅଧିକ ନଗଦ ଚାନ୍ଦା ଦିଅନ୍ତୁ ନାହିଁ: ଆୟକର ବିଭାଗ

ରାଜନୈତିକ ଦଳ କୁ ୨୦୦୦ ରୁ ଅଧିକ ନଗଦ ଚାନ୍ଦା ଦିଅନ୍ତୁ ନାହିଁ: ଆୟକର ବିଭାଗ

କୌଣସି ରାଜନୈତିକ ଦଳ କୁ ୨୦୦୦ ଟଙ୍କା ରୁ ଅଧିକ ଚାନ୍ଦା ନା ଦେବାକୁ ଆୟକର ବିଭାଗ ସତର୍କ କରାଇଛି। ରାଜନୈତିକ ପାଣ୍ଠି ସଂଗ୍ରହ କୁ ଅଧିକ ସ୍ୱଚ୍ଛ କରିବାକୁ ଏହି ପଦକ୍ଷେପ ନିଆଯାଇଛି। ସରକାର ଙ୍କ ପକ୍ଷ ରୁ ଗତ ୨ ତାରିଖ ରେ ଘୋଷିତ ଏଲେକ୍ଟେରାଲ୍ ବଣ୍ଡ ସ୍କିମେ ପରିପେକ୍ଷ ରେ ବିଭାଗ ଏହି ପଦକ୍ଷେପ ନେଇଛି।
ଦେଶ ରେ ରାଜନୈତିକ ପାଣ୍ଠି ସଂଗ୍ରହ କୁ ଅଧିକ ସ୍ୱଚ୍ଛ କରିବାକୁ ଚଳିତ ମାସ ର ପ୍ରଥମ ସପ୍ତାହ ରେ ଏଲେକ୍ଟେରାଲ୍ ବଣ୍ଡ ପ୍ରଚଳନ ବିଷୟରେ ଘୋଷଣା କରିଥିଲେ।
କେବଳ ଏତିକି ନୁହଁ ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତି ଙ୍କ ଠାରୁ ଗୋଟିଏ ଦିନରେ ୨ଲକ୍ଷ ବା ଅଧିକ ଟଙ୍କାର ଅର୍ଥ ଗ୍ରହଣ ନ କରିବାକୁ କହିଛି।

Leave a Reply

Your email address will not be published. Required fields are marked *