ଏକ ଟନ ର ଚଢ଼େଇ ବସା

ହଁ ଆଜ୍ଞା,ଏହି ଚଢ଼େଇ ବସା ର ଓଜନ ୧ ଟନ୍। ଆଫ୍ରିକା ରେ ଦକ୍ଷିଣାଞ୍ଚଳ ଦେଖାଯାଉଥିବା ଏହି ବୁଣାକାର ପକ୍ଷୀ ଗୋଷ୍ଠୀ ରେ ବାସ କରନ୍ତି ଏବଂ ବିଶାଳ ବାସ ତିଆରି କରନ୍ତି।
ବେଳେ ବେଳେ ବସା ର ଓଜନ ୧ ଟନ୍ ରୁ ବେଶୀ ହୋଇଯାଏ ଯାହା ଫଳରେ ଗଛ ନଇଁ ପଡେ।
ଗୋଟିଏ ଗୋଟିଏ ବସା ର ଲମ୍ବ ଓ ପ୍ରସ୍ଥ ଯଥାକ୍ରମେ ୨୦ ଓ ୧୦ ଫୁଟ ହୋଇଥାଏ। ତା ଭିତରେ ତାହେ ଶତାଧିକ ଅଣ୍ଡ ଦେବା ଖୋପ।
ଖୋପା ଭିତରକୁ ପଶିବାକୁ ଅଲଗା ଅଲଗା ରାସ୍ତା ଥାଏ।

Leave a Reply

Your email address will not be published. Required fields are marked *