୩୧ବୁଧବାର 2018 :-ବିରଳ ମହାଜାଗତିକ  ଚନ୍ଦ୍ରଗ୍ରହଣ

୧୫୦ ବର୍ଷ ପରେ  ପ୍ରଥମ ଥର ପାଇଁ ଜାନୁୟାରୀ ୩୧ ତାରିଖ ବୁଧବାର ରେ  ଚନ୍ଦ୍ରଗ୍ରହଣ ସହିତ ବିରଳ ମହାଜାଗତିକ  ଲାଲ ରଂଗର  ସଂପୂର୍ଣ୍ଣ ଚନ୍ଦ୍ର ର ଦୃଶ୍ୟ ଦେଖିବାକୁ ମିଳିବ I  ସଂଧ୍ୟା 5.18  ମିନିଟ୍ ରୁ ସନ୍ଧ୍ୟା  ୭ଟା ୩୭ ମିନିଟ୍ ମଧ୍ୟରେ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ଲାଗିବ  ଏବଂ  ସଂଧ୍ୟା ୭ଟା ୩୭ ମିନିଟ୍ ରେ  ଚନ୍ଦ୍ର ଉପରୁ  ଗ୍ରହଣ  ଧୀରେ ଧୀରେ  ଛାଡ଼ିଯାଇ ସଂଧ୍ୟା  8 ଟା 40  ରେ  ସମ୍ପୂର୍ଣ  ଉଜ୍ଜ୍ୱଳ ଦେଖାଯିବ।

ଶାସ୍ତ୍ର ଅନୁଯାଇ  ଏହି ଚନ୍ଦ୍ର ଗ୍ରହଣ  ପାଳନୀଯ ଅଟେ I  ସକାଳ  ସୂର୍ଯ୍ୟଦୟ ପ୍ରାତଃ 6 ଘଟିକା 25 ମିନିଟ୍  ଠାରୁ ଠାକୁର ପୂଜା , ପାକ ପ୍ରସ୍ତୁତି  ଏବଂ ଅନ୍ନଭୋଜନ  ସମ୍ପୂର୍ଣ ଭାବେ ନିଷେଧ ଅଟେ ।ସଂଧ୍ୟା  8 ଟା 40  ମିନିଟ୍ ପରେ ସ୍ନାନ ସାରି  ଦେବନୀତି, ପାକପ୍ରସ୍ତୁତି ଏବଂ ଅନ୍ନଭୋଜନ  ଗ୍ରହଣୀୟ ।

ବି.ଦ୍ର :- ଶିଶୁ, ବୃଦ୍ଧ ଏବଂ ରୋଗୀ ମାନଙ୍କ ପାଇଁ ଏହା ଲାଗୁ  ନୁହେଁ I  ମେଷ, ସିଂହ ଓ ଧନୁ ରାଶି  ର ବ୍ୟକ୍ତି ମାନେ ଏହି ଚନ୍ଦ୍ର ଗ୍ରହଣ ଦେଖନ୍ତୁ ନାହିଁ ଏହା ଆପଣଙ୍କ ପାଇଁ ଅଶୁଭ ସାବ୍ୟସ୍ତ ହେଇପାରେ  I ତେବେ ବୃଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ମକର,  କୁମ୍ଭ, ମୀନ ରାଶି ର ବ୍ୟକ୍ତି ଙ୍କ ପାଇଁ ଏହି ଚନ୍ଦ୍ର ଗ୍ରହଣ ଦର୍ଶନ  ଶୁଭ ଅଟେ ।

Leave a Reply

Your email address will not be published. Required fields are marked *