ମହିଳା ଙ୍କୁ  ଧୋକା ଦେଇ ବିଏସଏଫ କନଷ୍ଟେବଳ ଗିରଫ

ମହିଳା ଙ୍କୁ  ଧୋକା ଦେଇ ବିଏସଏଫ କନଷ୍ଟେବଳ ଗିରଫ:- ​2013  ରେ ହରିୟାଣାର  ସୁରେଶ କୁମାର  ବିଏସଏଫ କନଷ୍ଟେବଳ ଭାବରେ ମାଲକାନଗିରି ରେ କାମ କରୁଥିବା ବେଳେ ଚିତ୍ରକୋଣ୍ଡା ର ସ୍ଥାନୀୟ ଜଣେ ଯୁବତୀ ଙ୍କ ପ୍ରେମରେ ଏକତରଫା ଭାବେ ପଡିଯାଇଥିଲେ ଏବଂ  ଖାକି ବର୍ଦ୍ଧି ର ପାୱାର ଦେଖାଇ ଜୋରଜବରଦସ୍ତ  ହରିୟାଣା କୁ ନେଇଯାଥିଲେ  I ବିବାହ ର  ପ୍ରଲୋଭନ ଦେଖାଇ  ଶରୀରିକ ସମ୍ପର୍କ ରଖିଥିଲେ  ଯାହାଫଳରେ ଯୁବତୀ ଜଣକ ଗୋଟେ କନ୍ୟା ସନ୍ତାନ କୁ ଜନ୍ମ ଦେଇଥିଲେ I ପରେ ଅଭିଯୁକ୍ତ ସୁରେଶ  ଉକ୍ତ   ଯୁବତୀ କୁ ଛାଡି ସେଠାରୁ ପଳାଇଥିଲେ I  ଯୁବତୀ ସହିତ ଶିଶୁକନ୍ୟା ର କୌଣସି ଦେଖା ରଖା କରିନଥିଲେ  I ଶେଷରେ  ମହିଳା ଜଣଙ୍କ  ବାଧ୍ୟ ହୋଇ ନିଜ ଜନ୍ମ ମାଟି ଚିତ୍ରକୋଣ୍ଡା ଫେରି ଆସି ଥାନାରେ ସୁରେଶ ଙ୍କ ନାମରେ  ଅଭିଯୋଗ କରିଥିଲେ । ଏହାକୁ ଭିତ୍ତି କରି ପୁଲିସ  ଆଜି  ଅଭିଯୁକ୍ତ ସୁରେଶ କୁମାରକୁ  ପଶ୍ଚିମ ବଙ୍ଗରୁ ଗିରଫ  କରିଛି । ତେବେ ପ୍ରାଥମିକ ପର୍ଯାୟରୁ ଜଣାପଡିଛି ଯେ ସୁରେଶ ପୂର୍ବରୁ  ବିବାହିତ  ଅଟନ୍ତି ଏବଂ ତାଙ୍କ ଘର  ହରିୟାଣା ସୋନପେଟା  ରେ ।

One Comment on “ମହିଳା ଙ୍କୁ  ଧୋକା ଦେଇ ବିଏସଏଫ କନଷ୍ଟେବଳ ଗିରଫ”

Leave a Reply

Your email address will not be published. Required fields are marked *