ବାଣୀ ବିହାର  ଛାତ୍ରୀ ଙ୍କୁ ଦେଖି ଲଙ୍ଗଳା ହେଇ ନାଚୁଥିଲା  ଧରାପଡି ଆଣ୍ଠେଇଲା

ବାଣୀବିହାର କ୍ୟାମ୍ପସ ଫାଟକ ଡେଇଁ ଜଣେ  ଅସାମାଜିକ ଯୁବକ ଛାତ୍ରୀ ମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଥିବା ବେଳେ ଗାର୍ଲସ  ହଷ୍ଟେଲ ର  କିଛି ଛାତ୍ରୀ ମାନେ ପାଖରେ ଥିବା  ଜେନ୍ସ ହଷ୍ଟେଲ ସୁପରିଟେଣ୍ଡଣ୍ଟ ଙ୍କୁ  ଏ ବିଷୟରେ ଜଣାଇଥିଲେ I  ପରେ ଜେନ୍ସ ହଷ୍ଟେଲ ସୁପରିଟେଣ୍ଡଣ୍ଟ ଙ୍କ ନିର୍ଦେଶ ରେ  ଜେନ୍ସ ହଷ୍ଟେଲ ର ଛାତ୍ର ମାନେ ଘଟଣା ସ୍ଥଳରେ ପହଂଚି ଯୁବକ କୁ କାବୁ କରିଥିଲେ ଏବଂ କମ୍ପାସ ଭତରେ ଆଣ୍ଠେଇ କି ବୁଲେଇଥିଲେ ଏବଂ ପରେ ପୋଲିସ ର ଜିମା ଦେଇଥିଲେ I ଯୁବକ ଜଣକ ସୁଶାନ୍ତ ସାହୁ  ଏବଂ ସେ ଜଣେ ଡ୍ରାଇଭର ଭାବରେ କାମ କରନ୍ତି, ଅନେକ ସମୟରେ ଏକ ନମ୍ବର ଏବଂ ଦୁଇ ନମ୍ବର ଗାର୍ଲସ ହଷ୍ଟେଲ  କୁ ଆସି ଛାତ୍ରୀ ମାନଙ୍କୁ ଅସଦାଚରଣ କରି ହଇରାଣ  କରୁଥିଲେ ବୋଲି ଜଣାପଡିଛି I ତେବେ ଅକ୍ଟୋବର 2 ତାରିଖରେ ମଧ୍ୟ ଯୁବକ ଜଣକ  କ୍ୟାମ୍ପସ ଭିତରେ ପଶି ଛାତ୍ରୀ ମାନଙ୍କ ଆଗରେ ଲଙ୍ଗଳା ହେଇ ନାଚିଥିଲେ ଏବଂ ଦୌଡ଼ି ପଳାଇଥିଲେ ଏନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା I

Leave a Reply

Your email address will not be published. Required fields are marked *