ଆଜିଠୁ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା

ଅଲେଖ ମହିମା ଧର୍ମ ଗାଦି ପୀଠ ଯୋରନ୍ଦା ଠାରେ ଆଜି  ଠାରୁ   ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା  ଆରମ୍ଭ ହେଇଛି I  ବିଶ୍ୱ କଲ୍ୟାଣ ଉଦେଶ୍ୟ ରେ   ଏହି  ଶୂନ୍ୟ ମନ୍ଦିର ରେ  ଧୂନି ଝାଡ଼ବତୀ ଜଳାଯିବ  ।  ଆଜି ସନ୍ଧ୍ୟା ୫,୧୫ ମିନିଟ୍ ସମୟରେ  ଅଖଣ୍ଡ ଝାଡ଼ବତୀ ଜଳାଯିବ I ତେବେ ପ୍ରତି ବର୍ଷ ପରି ଏ ବର୍ଷ ବି ଲକ୍ଷାଧିକ ଭକ୍ତ   ଙ୍କର ସମାଗମ  କୁ ଆଖିଆଗରେ ରଖି  ପ୍ରଶାସନ ଓ ସାଧୁ ସମାଜ  ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି  କରାଯାଇଛି ।

Leave a Reply

Your email address will not be published. Required fields are marked *