ମୁଖ୍ୟମନ୍ତ୍ରୀ ଙ୍କୁ ବିଜେପି ମହିଳା କର୍ମୀ   ଙ୍କ ଅଣ୍ଡା ମାଡ: ଅଳ୍ପକେ ବର୍ତିଲେ ମୁଖ୍ୟମନ୍ତ୍ରୀ

ଆଜି  ମୁଖ୍ୟମନ୍ତ୍ରୀ ବାଲେଶ୍ୱର  ଗସ୍ତ କରିଥିବା ବେଳେ  ବିଜେପି ଏବଂ କଂଗ୍ରେସ ତରଫରୁ ଜୋରଦାର ବିରୋଧ କରାଯାଇଥିଲା ଏବଂ 100 ରୁ ଉର୍ଧ୍ଵ  କର୍ମୀ  ପୋଲିସ ଦ୍ୱାରା  ଅଟକ  ରହିଥିଲେ ତେବେ ମୁଖ୍ୟମନ୍ତ୍ରୀ ଭାଷଣ ଦେବା ବେଳେ ମୁଖ୍ୟମନ୍ତ୍ରୀ ଙ୍କ  ସଭାମଂଚ ଉପରକୁ ଜଣେ ମହିଳା କର୍ମୀ  ଲଗାତାର ଦୁଇଟି  ଅଣ୍ଡା ମାଡ଼ କରିଥିଲେ  ହେଲେ ମୁଖ୍ୟମନ୍ତ୍ରୀ ଙ୍କ ଉପରେ ନବାଜି ତଳେ ପଡିଯାଇଥିଲା Iସଙ୍ଗେସଙ୍ଗେ ସୁରକ୍ଷା କର୍ମୀମାନେ ମହିଳାଙ୍କୁ ଅଟକ ରଖିଥିଲେ  ।  ପରେ ଜଣାପଡିଥିଲା  ମହିଳା ଜଣକ ବିଜେପି  କର୍ମୀ ।

Leave a Reply

Your email address will not be published. Required fields are marked *