ସଂକଟରେ ବିରୋଧୀ ଦଳ  ନେତା ପଦବୀ 

ହାଇକୋର୍ଟଙ୍କ ଦ୍ୱାରା  ସୁନ୍ଦରଗଡ ବିଧାୟକ ଯୋଗେଶ ସିଂହ ଙ୍କ ପଦବୀ ରଦ୍ଧ ହେବା  ଦ୍ୱାରା ସଂକଟରେ   ନରସିଂହ ମିଶ୍ର  ଙ୍କ ବିରୋଧୀ ଦଳ ପଦବୀ I  ଅର୍ଥାତ ବିରୋଧୀ ଦଳ ନେତା ହେବା ପାଇଁ ଏକ ଦଶମାଂଶ ସିଟ୍‌  ମାନେ  ୧୫ଜଣ ବିଧାୟକଙ୍କର ଆବଶ୍ୟକତା ରହିଛି। କିନ୍ତୁ ଯୋଗେଶଙ୍କ ପଦ ରଦ୍ଦ ପରେ କଂଗ୍ରେସ ର ସଂଖ୍ୟା  ୧୪କୁ ଖସି ଆସିଛି ଯାହାଫଳରେ ଶ୍ରୀ ମିଶ୍ର ଙ୍କ ପଦବୀ ସଂକଟରେ ଅଛି ତେବେ  ନରସିଂହ ମିଶ୍ର   ପ୍ରତିକ୍ରିୟା ଦେଇ କହିଛନ୍ତି ଆଇନ ଅନୁଯାଇ ମୁଁ ବିରୋଧୀ ଦଳ ନେତା  ମାନ୍ୟତା ହରାଇଛି I ତେଣିକି ସରକାର କଣ ନିଷ୍ପତି ନେବେ ତାଙ୍କ ଉପରେ ନିର୍ଭର କରେ I

Leave a Reply

Your email address will not be published. Required fields are marked *