ମାନ୍ଦା ଶେୟାର ବଜାର ପ୍ରଭାବ : ବଢ଼ିଲା ସୁନା ଦର

ବିଶ୍ୱର ଶେୟାର  ବଜାରରେ  ଅସ୍ଥିରତା  ଏବଂ  ମାନ୍ଦା ବେପାରର ପ୍ରଭାବ  ସିଧା ସଳଖ ସୁନା ଦର କୁ ପ୍ରଭାବିତ କରିଛି ।  ବର୍ତମାନ  ବାହାଘର ଋତୁ ଚାଲିଥିବାରୁ  ସୁନା ଅଳଙ୍କାର ଚାହିଦା ବୃଦ୍ଧି ହେଇଚି ଯାହାଫଳରେ ସୁନା ଦର ୧୦ ଗ୍ରାମ ବା ଭରି ପ୍ରତି ୩୩୦ ଟଙ୍କା ବୃଦ୍ଧି ପାଇ  ୩୧, ୬୦୦ ଟଙ୍କା ହେଇଚି  । ଏହାପୂର୍ବରୁ ଗତ  ଡିସେମ୍ବର  ୯ରେ ସୁନା ଦରରେ ବୃଦ୍ଧି ଘଟିଥିଲା । ତେବେ ଆଗକୁ ବାହାଘର ପରେ ସୁନା ଦର କିଛି ପରିମାଣରେ କମିପାରେ ବୋଲି ଅର୍ଥନିତୀଜ୍ଞ  ମାନେ ମତ ପୋଷଣ କରିଛନ୍ତି  ।

Leave a Reply

Your email address will not be published. Required fields are marked *