ଶ୍ରୀମନ୍ଦିର ରେ ଜଗନ୍ନାଥ ଙ୍କୁ ପୂଜାର୍ଚ୍ଚନା  କରିବେ ବିଦେଶୀ ନରେଶ

ଶ୍ରୀମନ୍ଦିର ରେ ବିଦେଶୀ ପର୍ଯ୍ୟଟକ ଙ୍କୁ ପ୍ରବେଶ  ନିଷେଧ କିନ୍ତୁ ନେପାଳ ନରେଶ   ରତ୍ନ ସିଂହାସନରେ ଶ୍ରୀଜୀଉଙ୍କୁ ଛୁଇଁବେ, ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କରିବେ I ଯେଉଁ  ଅଧିକାର  ଗଜପତି ମହାରାଜାଙ୍କ ନାହିଁ ସେ ଅଧିକାର କାହିଁ କେଉଁ ପୁରୁଣା କାଳରୁ  ଦିଆଯାଇଛି ନେପାଳ ରାଜାଙ୍କୁ I ଆଜି ପୁରୀ ଆସୁଛନ୍ତି ନେପାଳ ରାଜା ଜ୍ଞାନେନ୍ଦ୍ର ବୀରବିକ୍ରମ ଶାହା । ସୂଚନା ଅନୁଯାଇ ନେପାଳ ସହିତ ଶ୍ରୀମନ୍ଦିରର ସମ୍ପର୍କ ବହୁ ପ୍ରାଚୀନ କାଳରୁ ରହିଛି

Leave a Reply

Your email address will not be published. Required fields are marked *