ପୁଲିସ ଇନ୍ସପେକ୍ଟର ବନ୍ଧୁକ ଦେଖାଇ ମହିଳା କନଷ୍ଟେବଳଙ୍କୁ କଲେ ଧର୍ଷଣ :ରକ୍ଷକ ସାଜିଲା ଭକ୍ଷକ

ରକ୍ଷକ ସାଜିଲା ଭକ୍ଷକ I ନ୍ୟାୟ ଦେବା ପାଇଁ ଲୋକ ମାନେ ପୋଲିସ ଉପରେ ଭରଷା କରିଥାନ୍ତି କିନ୍ତୁ ଉତ୍ତରପ୍ରଦେଶର ମିରଟ ଜିଲାରେ ଜଣେ ପୁଲିସ ଇନ୍ସପେକ୍ଟର ଜଣେ  ମହିଳା କନଷ୍ଟେବଳଙ୍କୁ  ଜୋରଜବରଦସ୍ତ  ବନ୍ଧୁକ ଦେଖାଇ  ବଳାତ୍କାର କରିବା ସହ ଭିଡିଓ ତିଆରି କରି  ମହିଳା କନଷ୍ଟେବଳଙ୍କୁ ବ୍ଲାକମେଲକରୁଥିଲେ I  ଅଭିଯୁକ୍ତ  ପୁଲିସ ଇନ୍ସପେକ୍ଟର ଙ୍କ ନାମ  ଲୋକେନ୍ଦ୍ରପାଲ ସିଂ  ସେ ମୁରାଦାବାଦ ଜିଲାରେ କାର୍ଯ୍ୟ  କରୁଥିଲେ ସେହି ଜିଲ୍ଲା ର ମହିଳା କନଷ୍ଟେବଳ ଙ୍କୁ ଭେଟିବାକୁ  ଡାକି ବନ୍ଧୁକ ଦେଖାଇ  ଧର୍ଷଣ କରିଥିଲେ । ଏନେଇ ପୀଡିତା ଜଣକ ଅଭିଯୋଗ କରିବା ପରେ  ଇନ୍ସପେକ୍ଟରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।  ଖୁବ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୁଲିସ  ସୂଚନା ଦେଇଛି ।

Leave a Reply

Your email address will not be published. Required fields are marked *