30 ବର୍ଷ  ପରେ ଏକାଠି ଆସୁଛନ୍ତି ଓଲିଉଡ଼ ର ଦୁଇ ଚୂଲବୁଲ ନାୟିକା  ମହେଶ୍ଵେତା  ଏବଂ ଅପରାଜିତା

ଅଶୀ ଦଶକରେ  ଓଡ଼ିଆ ଫିଲ୍ମ ଦୁନିଆକୁ ନିଜ ଅକ୍ତିଆର ରେ ରଖିଥିବା ଦୁଇ ପ୍ରମୁଖ ନାୟିକା ହେଉଛନ୍ତି ମହେଶ୍ୱତା ଏବଂ ଅପରାଜିତା I ଶେଷ ଥର ପାଇଁ ପକା କମ୍ବଳ ପୋଛ ଛତା ରେ ଏକାଠି ଆସିଥିଲେ  ଓଲିଉଡ଼ ର ଦୁଇ ଚୂଲବୁଲ ନାୟିକା ବାସ ତାପରେ ଦୀର୍ଘ ଲମ୍ବା 30 ବର୍ଷ ବ୍ୟବଧାନରେ ଦର୍ଶକ ଏ ଦୁଇଜଣ  ଙ୍କୁ   ଏକାଠି ଦେଖିବାର ସୌଭାଗ୍ୟ ପାଇନାହାନ୍ତି I ଦର୍ଶକ ମାନଙ୍କର ରୁଚି କୁ ଆଖି ଆଗରେ ରଖି   ମୋକ୍ଷ  ସମାଜ ଧୂପକାଠି  ତରଫରୁ ଏକ ବିଜ୍ଞାପନ ରେ  ମହେଶ୍ଵେତା  ଏବଂ ଅପରାଜିତା ଙ୍କୁ  ଏକାଠି  ଅଣାଯାଉଛି I

Leave a Reply

Your email address will not be published. Required fields are marked *