ବିଶ୍ୱସୁନ୍ଦରୀ ପ୍ରତିଯୋଗିତା ୨୦୧୮ ( ପର୍ଯ୍ୟଟନ ଓ ସଂସ୍କୃତି ) ରେ  ଓଡ଼ିଆ ଝିଅ ସ୍ୱପ୍ନା ପ୍ରିୟଦର୍ଶିନୀ ତୃତୀୟ ରନର୍ସଅପ୍‌

ଅନ୍ତର୍ଜାତୀୟ ସୁନ୍ଦରୀ ପ୍ରତିଯୋଗିତାରେ ପୁଣି ଚମକିଲେ  ଓଡ଼ିଆ ଝିଅ  ସ୍ୱପ୍ନା । ମିଅାଁମାର୍‌ରେ ଅନୁଷ୍ଠିତ ପର୍ଯ୍ୟଟନ ଓ ସଂସ୍କୃତି ବିଶ୍ୱସୁନ୍ଦରୀ ପ୍ରତିଯୋଗିତାରେ ସମଗ୍ର ବିଶ୍ୱରୁ ୩୫ଜଣ ପ୍ରତିଯୋଗୀ ଙ୍କୁ କଡା ଟକ୍କର ଦେଇ  ତୃତୀୟ ରନର୍ସ ଅପ୍‌ ହୋଇ ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଆମ ଓଡ଼ିଆ ଝିଅ ସ୍ୱପ୍ନା  ।

 ସ୍ୱପ୍ନା ଙ୍କ ଘର ଢେଙ୍କାନାଳ ଜିଲା କୁଞ୍ଜକାନ୍ତ ଅଞ୍ଚଳରେ ବର୍ତମାନ ସେ  ଛତିଶଗଡ଼ ବିଳାସପୁର କେନ୍ଦ୍ରୀୟ ବିଦ୍ୟାଳୟରେ ଯୁକ୍ତ ଦୁଇ ବାଣିଜ୍ୟ ପାଠ୍ୟକ୍ରମ ପଢୁଛନ୍ତି । ଏହାପୂର୍ବରୁ ସେ  ମିସ୍‌ ଛତିଶଗଡ଼, ମିସ୍‌ ଟିନ୍‌ ଇଣ୍ଡିଆ, କିଟ୍‌ ନହ୍ନିପରି ଇଣ୍ଟରନ୍ୟାସ୍‌ନାଲ୍‌ ବିଜୟୀ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *