ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଜୋତା ମାଡ  ଉଦ୍ୟମ  ଅଳ୍ପକେ ବର୍ତିଲେ ନବୀନ

ବିଜେପୁର ଉପନିର୍ବାଚନ ରେ ରିତା ସାହୁ ଙ୍କ ପାଇଁ ପ୍ରଚାର କରିବା ସମୟରେ  ବରପାଲି କୁମ୍ଭାରୀ ସଭା ମଂଚ ରେ ନବୀନ ପଟ୍ଟନାୟକ ହାତ  ହଲେଇ  ଭାଷଣ ଦେବା ପୂର୍ବରୁ କେହି ଜଣେ ଯୁବକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଲକ୍ଷ କରି ଚପଲ ଫିଙ୍ଗିଥିଲେ , ମୁଖ୍ୟମନ୍ତ୍ରୀ ଙ୍କ ଠୁ ଚପଲ ବାଜିବା ପୂର୍ବରୁ  ପାଖରେ ଥିବା  ସୁରକ୍ଷା କର୍ମୀ ଚପଲ ଧରିନେଇଥିଲେ ଏବଂ ଯୁବକ କୁ କାବୁ କରିନେଇଛନ୍ତି I ତେବେ ଯୁବକ ଙ୍କର ପରିଚୟ ଏ ପର୍ଯ୍ୟନ୍ତ   ମିଳିପାରିନାହିଁ I  ପୋଲିସ ଯୁବକ କୁ ଅଟକ ରଖିଛି I

Leave a Reply

Your email address will not be published. Required fields are marked *