​ମାଟ୍ରିକ୍ ମାତୃଭାଷା ପ୍ରଶ୍ନପତ୍ର ହ୍ବାଟସ୍‌ଆପ୍‌ରେ ଭାଇରାଲ

 ଆଜି ମାଟ୍ରିକ୍‌ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ମାତୃଭାଷା  ପ୍ରଶ୍ନପତ୍ର ଲିକ୍‌ ନେଇ  ଚର୍ଚ୍ଚା  l 

ମାଟ୍ରିକ୍ ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗ, ମୋବାଇଲ ହ୍ବାଟସ୍‌ଆପ୍‌ରେ ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ,କେନ୍ଦ୍ରାପଡ଼ାରେ ମୋବାଇଲ ହ୍ବାଟସ୍‌ଆପ୍‌ରେ ବୁଲୁଛି ପ୍ରଶ୍ନପତ୍ର,ପ୍ରଶ୍ନପତ୍ର ଅସଲି କି ନକଲି ଜଣାପଡ଼ି ନାହିଁ I 

Leave a Reply

Your email address will not be published. Required fields are marked *