ଲାକ୍ଷାଦ୍ଵୀପ ନିକଟରେ ମର୍ଶକ୍ ମାଲବାହୀ ଜାହାଜ ରେ ବିସ୍ପୋରଣ ପରେ ନିଆ ଲାଗିଯାଇଛି ଏବଂ ସେଥିରେ ଥିବା ୨୭ ଜଣ ନାବିକ ଙ୍କ ମଧ୍ୟରୁ ୨୩ ଜଣଙ୍କୁ ଉଦ୍ଧାର କରାଯାଇଛି।ବାକି ନାବିକ ଙ୍କୁ ଖୋଜା ଜାରି ରହିଛି।
ପ୍ରକାଶ ଥାଉ କି ଜାହାଜ ରେ ୧୩ ଜଣ ଭାରତୀୟ ଥିଲେ।
ଆରବ ସାଗର ମଧ୍ୟରେ ଏହି ବିସ୍ପୋରଣ ହୋଇଛି।
ଇଣ୍ଡିଆନ୍ କୋଷ୍ଟ୍ ଗାର୍ଡ ଏବଂ ମେରି ଟାଇମ ରେସ୍କ୍ୟୁ ର ମିଳିତ ସହଯୋଗରେ ଉଦ୍ଧାର କାମ ଜାରି ରହିଛି।