ଜଗନ୍ନାଥ  ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ଉଡ଼ିଗଲା  ପତିତପାବନ ବାନା I କଣ ଏ ସଂକେତ ? ଶୁଭ ନାଁ ଅଶୁଭ ?

ବହୁ ବାଦ ବିବାଦ ସତ୍ୱେ ଆସନ୍ତା ଏପ୍ରିଲ ୪ ତାରିଖରେ ଜଗନ୍ନାଥ ଙ୍କ   ରତ୍ନଭଣ୍ଡାର  ଖୋଲାଯିବ ଏନେଇ ଛତିଶା ନିଯୋଗ ର ବୈଠକ ପରେ ପ୍ରଶାସନ ଅନୁମତି ଦେଇଛି କିନ୍ତୁ  ଆଜି  ଶ୍ରୀମନ୍ଦିର ରେ ଦେଖିବାକୁ ମିଳିଛି  ଏକ ଅଘଟଣ I ହଠାତ୍ ଜଗନ୍ନାଥ ଙ୍କ  ମନ୍ଦିରରୁ  ୧୪ ହାତିଆ ପତିତପାବନ ବାନା ଉଡିଯାଇଛି I  ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ପତିତପାବନ ବାନା ଉଡ଼ିଯିବା କୁ ସହଜ ରେ ଗ୍ରହଣ କରିପାରୁନାହାନ୍ତି ପୁରୀ ବାସି I କଣ ହେଇପାରେ ଏ ସଂକେତ ଶୁଭ ନାଁ ଅଶୁଭ ? ଏବେ ସମସ୍ତଙ୍କ ମୁଁହରେ ଏଇ ଗୋଟିଏ କଥା !!

Leave a Reply

Your email address will not be published. Required fields are marked *