୧୫ଦିନର  ଛୁଆକୁ  ଚୋରି କରିନେଲା  ମାଙ୍କଡ ;   ହନୁମାନ ମନ୍ଦିରରେ ଅସହାୟ ବାପା ପଡିଛି ଅଧିଆ

ବାଙ୍କୀ ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା I

ବାଙ୍କୀ ତାଳବସ୍ତ ଗାଁରେ  ଘରେ କେହି ନଥିବା ବେଳେ ମାଙ୍କଡ ଘରେ ପଶି  ପନ୍ଦର ଦିନର  ଶିଶୁ ପୁତ୍ରକୁ ଉଠାଇ  ନେଇଛି I  ଘଟଣା ଜଣାପଡିବା ପରେ ଶିଶୁପୁତ୍ରର ମାଆ  ପୁଅ ର ଫେରିବା ବାଟକୁ ଚାହିଁ ଚାହିଁ ଅସୁସ୍ଥ ହେଇପଡିଲାଣି ,  ମା କୁ ବାଙ୍କୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି I ସେପଟେ  ଶିଶୁପୁତ୍ରକୁ ଉଦ୍ଧାର ପାଇଁ  ବନ କର୍ମଚାରୀଙ୍କ  ଏବଂ ଅଗ୍ନିଶମ ବିଭାଗ   ସର୍ଚ୍ଚ ଅପରେସନ ଜାରି  ରଖିଛନ୍ତି ହେଲେ କୌଣସି ସୁରାକ ମିଳିପାରିନାହିଁ I କୁନି ଶିଶୁ ପୁତ୍ରକୁ ଫେରି ପାଇବା ପାଇଁ  ହନୁମାନ ମନ୍ଦିରରେ  ବାପା ଅଧିଆ  ପଡ଼ିରହିଛି , ଆଉ ନେହୁରା କରୁଛି ତା ପୁଅ କୁ ଫେରାଇ ଦେବାକୁ   ଅସହାୟ ବାପା…

Leave a Reply

Your email address will not be published. Required fields are marked *