OIC ଙ୍କୁ  ଠେଙ୍ଗା ଓ ଚପଲରେ ନିର୍ଧୁମ ଛେଚିଲେ ମହିଳା ମାନେ

ଘରେ ପଶି  ଦୁର୍ବୁର୍ତ୍ତ ମାନେ ଗୋବିନ୍ଦପୁର କାଂଦୁରା  ଭୋଇ ଙ୍କୁ ଛୁରା ମାଡ କରିଥିଲେ I  ମୃତ୍ୟୁ ପୂର୍ବରୁ କାଂଦୁରା କିଛି ଲୋକଙ୍କ ନାମ କହିଥିଲେ ଯେଉଁମାନେ କି ତାଙ୍କୁ ହତ୍ୟା କରିଛନ୍ତି I ଏନେଇ ଗାଁ ବାସି ରାତିରେ ପୋଲିସ କୁ ଖବର ଦେଇଥିଲେ ମଧ୍ୟ ପୋଲିସ ଘଟଣା ସ୍ଥଳକୁ ଆସିନଥିଲା ବୋଲି ଗାଁ ଵାଲା ଅଭିଯୋଗ କରିଛନ୍ତି I  ପୋଲିସ ଅପରାଧୀ ଙ୍କୁ ଧରିବାରେ ବିଫଳ ହେବାରୁ ଉତ୍ତ୍ୟକ୍ତ  ଶହ ଶହ ଗ୍ରାମବାସୀ ଗୋପାଳପୁର ଛକରେ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ I ଉତ୍ୟକ୍ତ ଲୋକଙ୍କୁ ବୁଝାଇବାକୁ ଆସିଥିବା  ଗୋବିନ୍ଦପୁର ଥାନା OIC ଙ୍କୁ ମହିଳା ମାନେ ଠେଙ୍ଗା ଓ ଚପଲରେ   ନିର୍ଧୁମ ଛେଚିଥିଲେ  | 

କଟକ ସଦର ଏସଡ଼ିପିଓ ଜିତେନ୍ଦ୍ର ଦଳାଇ ଗ୍ରାମାଞ୍ଚଳ ଅତିରିକ୍ତ ଏସପି ନୃସିଂହ ଚରଣ ସ୍ୱାଇଁ ଘଟଣା ସ୍ଥଳରେ ପହଂଚି ତଦନ୍ତ ଚଳାଇଛନ୍ତି I

Leave a Reply

Your email address will not be published. Required fields are marked *