ମହିଳା  ଚାଷୀ  ମାନଙ୍କୁ ନବୀନ ବାଣ୍ଟିବେ ମାଗଣା ଆଣ୍ଡ୍ରଏଡ଼  ଫୋନ୍

ମହିଳା  ଚାଷୀ ମାନଙ୍କୁ  ମିଳିବ  ଆଣ୍ଡ୍ରଏଡ଼  ଫୋନ୍ I ମହିଳା ମାନଙ୍କୁ  ଚାଷ ସମ୍ପର୍କିତ ଖବର , ପାଣିପାଗ ଓ ଋଣ ସମ୍ପର୍କିତ ସମସ୍ତ  ତଥ୍ୟ  ଏହି ମୋବାଇଲ ରେ ଜଣାଇଦିଆଯିବ । ଏନେଇ ସମବାୟ ବିଭାଗ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି I  ରାଜ୍ୟରେ କେତେପରିମାଣରେ ମହିଳା ଚାଷୀ ଅଛନ୍ତି ତାର ହିସାବ ଦେବାକୁ ସମବାୟ ବିଭାଗ କୁ ନିର୍ଦେଶ ଦେଇଛନ୍ତି ମନ୍ତ୍ରୀ ସୂର୍ଯ୍ୟନାରାୟଣ I 

ଆଗାମୀ ଏକ ମାସ ମଧ୍ୟରେ ଗଂଜାମ ଜିଲ୍ଲାରୁ ଏହା ଯୋଜନା  ଆରମ୍ଭ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି  I

Leave a Reply

Your email address will not be published. Required fields are marked *