ଆଉ ନାହିଁ despacito। ହ୍ୟାକ କରି ଡିଲିଟ କରିଦିଆଗଲା YouTube

ଆପଣମାନେ ତ ଜାଣିଥିବେ despacito ଥିଲା YouTube ସବୁଠୁ ଅଧିକ ଦେଖା ଯାଇଥିବା ଭିଡ଼ିଓ।

ଏହା ୫ ମିଲିୟନ ଦର୍ଶକ ଅଗ୍ରସର ରେ ଚାଲୁଥିଲା।

କିନ୍ତୁ ଆଜି ଦେଖା ଯାଇଛି ଯେ ଏହାର ନାମ ପରିବର୍ତ୍ତନ କରାଯାଏ କୌଣସି ହ୍ୟକର ସଂସ୍ଥା ନାମ ରଖା ଯାଇଛି ଏବଂ ଭିଡିଓ ମଧ୍ୟ ପରିବର୍ତ୍ତନ କରାଯାଇଛି।

ତେବେ ଏହି କାମ କିଏ କରିଛି କିଛି ବର୍ତ୍ତମାନ ସୁଦ୍ଧା ଜନାଯାଇନହି।

ହେଇପାରେ ଏହା ଗୁଗଲ ର ସର୍ଭର ଉପରେ କୌଣସି ହ୍ୟାକିଂ କିମ୍ବା ସେହି ଭିଡିଓ କୁ ଉପଲ୍ଲୋଡ଼ କରିଥିବା ବ୍ୟକ୍ତି ଙ୍କ ଆକାଉଣ୍ଟ୍ ହ୍ୟାକିଂ।

Leave a Reply

Your email address will not be published. Required fields are marked *