ଆସନ୍ତା ଶିକ୍ଷାବର୍ଷରୁ ରୁ ୧୫ ହାଇ ସ୍କୁଲ ରେ ଖୋଲିବା +୨

ଡିଗ୍ରୀ କଲେଜ ରୁ +୨ କୁ ଅଲଗା କରିବା ପାଇଁ ଦୀର୍ଘ ଦିନରୁ କଳ୍ପନା କଳ୍ପନା ଚାଲିଆସିଥିଲେ ଯାହାକି ଏଥର ବାସ୍ତବ ରୂପ ନେବ।

ହାଇ ସ୍କୁଲ୍ ର ଭିତ୍ତିଭୂମି ଅଭାବ ରୁ ଆଜି ଯାଏଁ ଆଜି କାର୍ଯ୍ୟ ସଫଳ ହୋଇପାରିନାହିଁ। କିନ୍ତୁ ବର୍ତ୍ତମାନ ଏହାର ସମସ୍ତ ବନ୍ଦୋବସ୍ତ ସମାପ୍ତ ହୋଇଛି।

ପ୍ରଥମ ପର୍ଯ୍ୟାୟରେ ୧୫ ଟି ହାଇ ସ୍କୁଲ୍ ରେ +୨ ଖୋଲାଯିବ ଆଜି ଶିକ୍ଷାବର୍ଷ ଆରମ୍ଭରୁ।

କର୍ତ୍ତୃପକ୍ଷ ଙ୍କ ପକ୍ଷରୁ ଆହୁରି ମଧ୍ୟ ସୂଚନା ମିଳିଛି ଯେ ଏହି ପ୍ରକ୍ରିୟା ସମାପ୍ତ ହେବାକୁ ଅର୍ଥାତ୍ ସମ୍ପୂର୍ଣ୍ଣ +୨ ହାଇସ୍କୁଲ କୁ ଯିବାକୁ ପାଖାପାଖି ୫ ବର୍ଷ ଲାଗିବା।

କିନ୍ତୁ ଅହି ବର୍ଷ ୪୯ କଲେଜ ରୁ +୨ କୁ ଅଲଗା କରାଯିବ।

Leave a Reply

Your email address will not be published. Required fields are marked *