ମାଓବାଦୀ ଙ୍କ ଲ୍ୟାଣ୍ଡମାଇନ ବିସ୍ପୋରଣ:ଓଡ଼ିଆ ଯବାନ ସହୀଦ

ଏହି ଦୁଃଖଦ ଘଟଣା ଟି ଘଟିଛି ରାଏଗଡା ଜିଲ୍ଲା ରେ। ମାଓବାଦୀ ମାନେ ସକ୍ରିୟ ହୋଇପାରିଛନ୍ତି ନିୟମଗିରି ପାହାଡ ରେ।

ରାୟଗଡ଼ା ର ନିୟମଗିରି ପାହାଡ଼ ରେ ବିସ୍ପୋରଣ ରେ ଜଣେ ଡିଭିଫ୍ ଯବାନ ସହୀଦ ହୋଇଯାଇଛନ୍ତି।

ମୃତ ଯବାନ ସଞ୍ଜୟ ମଝି ଙ୍କ ଘର ମଧ୍ୟ ସେହି ରାୟଗଡ଼ା ଜିଲ୍ଲା ରେ।

କାଲି ୪୦-୫୦ ଜଣ ଯବାନ କୋମ୍ବିଂ ଅପରେସନ ପାଇଁ ନୀୟମଗୁଡ଼ା ପାହାଡ଼ କୁ ଯାଇଥିଲ କିନ୍ତୁ ସେଠାରେ ପ୍ରାୟ ସନ୍ଧ୍ୟା ୬ ତ ସମୟରେ ବିସ୍ପୋରଣ ହୋଇଥିଲା। ସେହି ବିସ୍ପୋରଣ ରେ ସଞ୍ଜୟ ଗୁରୁତର ଆହତ ହୋଇଥିଲେ, ସାଥୀ ମାନେ ତାଙ୍କୁ ପାହାଡ଼ ରୁ ତଳକୁ ଆଣିବା ସମୟରେ ବର୍ଷା ପାଇଁ ବହୁ ବାଧା ବିଘ୍ନ ର ସମ୍ମୁଖୀନ ହୋଇଥିଲେ।

ଶେଷରେ ଆଣି ପହଞ୍ଚିଲା ବେଳକୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *