ସବୁ ଗାଁ ହେବ ବିକାଶ :4 ଟି ପଂଚାୟତ ପାଇଁ ୧ କୋଟି ୪୪ ଲକ୍ଷ ଟଙ୍କାର  ମଞ୍ଜୁରୀ 

ଗାଁ ର ବିକାଶ ନହେଲେ ରାଜ୍ୟର ବିକାଶ ସମ୍ଭବ ନୁହେଁ ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀ  ମାର୍ଚ୍ଚ ୫ରେ “”ଆମ ଗାଁ ଆମ ବିକାଶ”” ଯୋଜନା ଆରମ୍ଭ କରିଥିଲେ I  ଆମ ଗାଁ ଆମ ବିକାଶ  ଯୋଜନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି   ଯାଜପୁର ଜିଲ୍ଲାର ରସୁଲପୁର ଗ୍ରାମ ପଂଚାୟତ ,କୋରାପୁଟ ଜିଲ୍ଲାର ସୁବାଇ ଗ୍ରାମ ପଂଚାୟତ,, ଗଞ୍ଜାମ ଜିଲ୍ଲାର ବବନପୁର ଗ୍ରାମ ପଂଚାୟତ ଏବଂ ସମ୍ବଲପୁରଜିଲ୍ଲାର ଭୋଜପୁର   ପାଇଁ ୧ କୋଟି ୪୪ ଲକ୍ଷ ଟଙ୍କାର ୩୨ ପ୍ରକଳ୍ପକୁ ମଂଜୁରୀ ଦେଇଛନ୍ତି  । 

 ଗାଁର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କର ଏହି ଉଦ୍ୟମ କୁ  ସବୁ ମହଲ  ରୁ ସାଧୁବାଦ ଦିଆଯାଇଛି

Leave a Reply

Your email address will not be published. Required fields are marked *