ହଠାତ ଫେସବୁକ ରେ କୁମାର ଦାସ ନାମକ ଏକ ଆଇଡି ରୁ ଏକ ଭିଡିଓ ଭାଇରଲ ହେଲା , ପ୍ରେମୀ ଯୁଗଳ କାନ୍ଦି କାନ୍ଦି ସାହାଯ୍ୟ ମାଗୁଛନ୍ତି ନଚେତ ସୂଈସାଇଡ କରିବାକୁ ବାଧ୍ୟ ହେବେ ବୋଲି କହୁଛନ୍ତି I
ଘଟଣା କଣ ବୁଝୁ ବୁଝୁ ଜଣାପଡିଲା ଲିପ୍ସା ( ନାବାଳିକା ) ଏବଂ କୁମାର ଦୁହେଁ ଦୁହିଁକୁ ନିବିଡ ଭାବରେ ଭଲ ପାଉଥିଲେ କିନ୍ତୁ ଲିପ୍ସା ଘର ଲୋକେ ଏଇଥିରେ ରାଜି ନହେବାରୁ ଦୁହେଁ ବାଧ୍ୟ ହୋଇ ଘର ଛାଡି ଫେରାର ହେଇଯାଇଥିଲେ I
ଏନେଇ ଲିପ୍ସା ଘର ଲୋକ ପୁଅ ବିରୁଧରେ ଥାନାରେ ଏତଲା ଦେବା ପରେ ପ୍ରେମୀ ଯୁଗଳ ଅନ୍ୟ ଉପାୟ ନପାଇ ତାଙ୍କୁ ସାହାଯ୍ୟ କରିବାକୁ କାନ୍ଦି କାନ୍ଦି ଫେସବୁକ ରେ ଏକ ଭିଡିଓ ଅପ୍ଲୋଡ କରିଛନ୍ତି ଏବଂ ଯଦି ସମାଧାନ ନହୁଏ ତେବେ ବାଧ୍ୟ ହୋଇ ଆତ୍ମହତ୍ୟା କରିବେ ବୋଲି ଭିଡିଓ ରେ କହିଛନ୍ତି I